Thursday, 31 August 2023

ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ

ଓଡ଼ିଆ ଓଳିଆ: ଝରଣା ଦାସ ଇତିହାସ ହୋଇଗଲେ odiaolia.blogspot.com/2023/02/blog-p…
Tweets in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
କଳାଧଳା ଯୁଗର ବଙ୍ଗଳା ସିନେମା ସହିତ ଓଡ଼ିଆ କଥାଚିତ୍ରକୁ ତୁଳନା କଲେ ଲାଜ ଲାଗେ। କିନ୍ତୁ ଓଡ଼ିଆ ଗୀତ ଗୁଡ଼ିକ ମେଲୋଡ଼ି ଦୃଷ୍ଟିରୁ ଯଥେଷ୍ଟ ଉଚ୍ଚରେ। ବିଶେଷ କରି ଶିପ୍ରା ବସୁଙ୍କ ସହ ଯୁଗଳ କଣ୍ଠରେ ମ: ସିକନ୍ଦର ଆଲାମ, ଅକ୍ଷୟ ମହାନ୍ତି, ଓ ଚିତ୍ତ ଜେନା ଗାଇଥିବା ପଲ୍ଲୀ ଢାଞ୍ଚାର ଗୀତ ଗୁଡ଼ିକର ଏକ ଅଲଗା ସ୍ବାଦ।
My blogs since 2005
ଓଡ଼ିଆ ଓଳିଆ
Petlinks
Musepaper
SELF Group
Odia Nadia
Odia Films
Pasora Odia Gita pasara
Tusar Nath Mohapatra
Savitri Era
blogger.com/profile/120675…
Dahibara-AluDum is not a quintessential odia dish. it's a fusion that somehow became popular in Cuttack in the Seventies. The Dahibara is so substandard and the AluDum so spicy and oily. But in combination they make up for each other's deficiency. Dahipani quenches the thirst too
A much-needed initiative but medicine should be part of the main syllabus so that children are trained in the basic life skills.
twitter.com/SavitriEra/sta…
Indian culture and languages are on the upswing but no one demands freedom from the colonial practice of medicine names in Latin. Why basic Medicine shouldn't be taught at the school level is another riddle. Added awareness on food and nutrition should be a priority of education.
କାରଣ ଏ ସବୁ ଜିନିଷ ଲାଗି କୌଣସି ବାଧା ବନ୍ଧନ ନଥାଏ। ଅନ୍ୟ ସମସ୍ତ ଜାଗାରେ ହଜାରେ ପାଚେରୀ ଓ ପାଞ୍ଚଣ।
Language debates are amusing. My mother tongue is ଓଡ଼ିଆ #Odia and I love it. Sri Aurobindo has written Savitri in #English. So I support English. Mohammed Rafi songs are immortal. So I support #Hindi. Sandhya Mukhopadhyay is the best female singer. So I love and support #Bengali.
ଦିଲ୍ଲୀରେ ଦୋଳଯାତ୍ରା। ଓଡ଼ିଆ ମହାମଞ୍ଚ।
ରଙ୍ଗବତୀ
ପ୍ରାୟ ପ୍ରତିଦିନ ମୁଁ ମୁରାଦ ନଗର ବା ମୋଦି ନଗର ପର୍ଯ୍ୟନ୍ତ ଯାଇ ବୁଲି ଆସେ। ଆଜି କିନ୍ତୁ ଘରେ। ତଳେ ରଙ୍ଗ ଖେଳ ଚାଲିଛି। ସକାଳୁ ଡିଜେ ବାଜୁଛି। ଏବେ ପାନି ପାନି।
ବିବର୍ତ୍ତନର ଚିହ୍ନ ହେଲା ପରିବର୍ତ୍ତନ। ମଣିଷ ଜୀବନ ଭଳି ସାମାଜିକ କ୍ଷେତ୍ରରେ ମଧ୍ଯ ଅଦଳ ବଦଳ ହେବା ସ୍ବାଭାବିକ। ପୁରୁଣା ପରମ୍ପରା ଲୋପ ପାଇ ନୂଆ ଲୋକପ୍ରିୟ ହେବା ଚିରାଚରିତ। ଆଜିକାଲି ପୁଣି ମୋବାଇଲର କରାମତି ଭେଳିକିଭେଳି। କିଏ ଭଲ କିଏ ଭେଲ ଠିକଣା କରିବା କଷ୍ଟ। କିନ୍ତୁ ଅର୍ଥନୈତିକ ଦିଗକୁ ଅବହେଳା କଲେ କେବେ କୋଉ ଜିନିଷ ସ୍ଥାୟୀ ହବନି।
ମଣିଷ ଯେତେ ବଡ଼ ହେଲେବି ଗପ ଓ ଖେଳନାର ମୋହ କେବେ ଛାଡ଼ି ପାରେନି। ବିଭିନ୍ନ ରୂପରେ ସେଇ  ଆଶାକୁ ପୂରଣ କରିବାରେ ଲାଗି ରହିଥାଏ।
ଜୀତେନ୍ଦ୍ରନାଥ ମହାନ୍ତି ଆଉ ନାହାନ୍ତି। ଓଡ଼ିଶାର ସର୍ବଶ୍ରେଷ୍ଠ ବିଦ୍ବାନଙ୍କୁ ପ୍ରଣାମ। #JNMohanty
ଗୋପବନ୍ଧୁ ଓ ନବକୃଷ୍ଣଙ୍କ ଭଣଜା ଜୀତେନ୍ଦ୍ରନାଥ ମହାନ୍ତି ସାରା ପୃଥିବୀରେ ଜଣେ ବିଖ୍ୟାତ ଦାର୍ଶନିକ ଭାବରେ ସ୍ୱୀକୃତି ପାଇଲେ, ଅଥଚ ଓଡ଼ିଶାରେ ତାଙ୍କ ନାଁ ମଧ୍ୟ କେହି ଜାଣିବାକୁ ସମର୍ଥ ହେଲେ ନାହିଁ। ଏତେ ବଡ ପ୍ରଚଣ୍ଡ ପ୍ରତିଭାର ଅଧିକାରି ଶ୍ରୀ ମହାନ୍ତି ତାଙ୍କ ଆତ୍ମଜୀବନିରେ ଅନେକ କିଛି ତଥ୍ୟ ଦେଇଛନ୍ତି ଯାହା ନିଶ୍ଚୟ ଅନୁପ୍ରାଣିତ କରିବ।
ଓଡ଼ିଆ ଠାରୁ ବଙ୍ଗଳାର ଦୂରତ୍ବ ଓଡ଼ିଆ ଠାରୁ ସମ୍ବଲପୁରୀ ବା କୋଶଳୀର ଦୂରତ୍ବ ଅପେକ୍ଷା ବହୁତ ବେଶୀ ନୁହେଁ। ଅଧିକାଂଶ ଶବ୍ଦ ସମାନ ହୋଇଥିବାରୁ ବଙ୍ଗଳା ବୁଝିବା ଆଦୌ କଷ୍ଟକର ନୁହେଁ। ଆଜିକାଲି ହିନ୍ଦୀ ପ୍ରାୟ ସମସ୍ତେ ଶିଖି ଯାଉଛନ୍ତି। କିନ୍ତୁ ବଙ୍ଗଳା ଶିଖିବା ପାଇଁ ସାମାନ୍ଯ ଅନୁରକ୍ତି ଦରକାର। ଆମର ସବୁ ବଡ଼ ବଡ଼ ସାହିତ୍ୟିକ ବଙ୍ଗଳାର ଋଣୀ।
ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ଯରେ ବିଭିନ୍ନ ରାଜନୈତିକ ବିବାଦ ରହିଛି ଓ ରହିବ। ସେହି ହେତୁ ଲୋକଙ୍କ ମନରେ ବାଦ ବିସମ୍ୱାଦ ବସା ବାନ୍ଧିବା ସ୍ବାଭାବିକ। କିନ୍ତୁ ସେ ସବୁର ଉର୍ଦ୍ଧ୍ବକୁ ଉଠି ବଙ୍ଗଳା ଭାଷା ଶିଖିଲେ ତଦ୍ଦ୍ବାରା ଅନେକ ଲାଭ। ଖୁବ୍ କମ୍ ପରିଶ୍ରମ ବିନିମୟରେ ବହୁ ସମ୍ପତ୍ତିର ଅଧିକାରୀ ହେବାର ସୁଯୋଗ। ଭାଷାଗତ ଗର୍ବ ମଧ୍ଯ ଶିକ୍ଷଣୀୟ।
ମୁଁ ଏକମତ ନୁହେଁ। ଗଣତନ୍ତ୍ରକୁ ଏତେ ବାଙ୍ଗର କରିବାଟା ଅନୁଚିତ।
Link to Odia magazine on Sri Aurobindo and spirituality.
motherandsriaurobindo.in/nvgtr.php?pgur…
My father's name is Chintamani.
An article on various types of mani
ଓଡ଼ିଆ ଓ ବଙ୍ଗଳା ଶିଖେଇବାକୁ ଭଲ ଉଦ୍ୟମ।
କା କଥାଚିତ୍ରର ମଧୁର ଏ ଚାନ୍ଦ ରାତି ଗୀତରେ ସଂଯୁକ୍ତା ପାଣିଗ୍ରାହୀଙ୍କ ନୃତ୍ୟ ପ୍ରଦର୍ଶନ ପ୍ରାରମ୍ଭରେ ଯେଉଁ ପଦ ଚାଳନା ଦେଖିବାକୁ ମିଳେ ତାହା ପରେ ଆଉ ଦେଖିବାର ସୁଯୋଗ ମିଳେନାହିଁ। #ସଂଯୁକ୍ତାପାଣିଗ୍ରାହୀ #ମାୟାଧରରାଉତ #ନିର୍ମଳାମିଶ୍ର #ଭୁବନେଶ୍ୱରମିଶ୍ର #ସାରଦାପ୍ରସନ୍ନନାୟକ
ସେହି କଥାଚିତ୍ରର ଯା ଯାରେ ଭାସି ଯା ମନ ପବନ ନଉକା ଗୀତର ପ୍ରଥମ ଅନ୍ତରାରେ ସୁନା ମାଛ ଭଉଁରି ଖେଳେ #ନିର୍ମଳାମିଶ୍ର #ଶାନ୍ତନୁମହାପାତ୍ର #ଶିବବ୍ରତଦାସ
କା କଥାଚିତ୍ରର ଅଦିନ ବଉଦ ଗୀତର ପ୍ରଥମ ଅନ୍ତରାରେ ଛଟପଟ ମୀନ #ଅକ୍ଷୟମହାନ୍ତି #ଭୁବନେଶ୍ବରମିଶ୍ର #ସାରଦାପ୍ରସନ୍ନନାୟକ
ମୀନ ମାନେ ମାଛ
ଷାଠିଏ ଦଶକରେ କଟକର ଓ ସତୁରି ଦଶକରେ ଭୁବନେଶ୍ଵରର ସାଂସ୍କୃତିକ ଗତିବିଧିକୁ ଅଙ୍ଗେନିଭେଇଥିବା ବ୍ଯକ୍ତିଙ୍କ ସଙ୍ଖ୍ୟା ଏଠି ବହୁତ କମ୍। ନବଜନ୍ମ କଥାଚିତ୍ରରେ ଝିଅମାନେ ଗାଁରେ ଡ୍ରାମା କରିବାକୁ ବହାରିବାର କାହାଣୀ ଅଛି ଓ ତାକୁ ଥଟ୍ଟାକରି ମଲ୍ଲୀ ଢପ୍ ଲୋ ଗୀତ। ସେଇ ସମୟର ଅନ୍ୟ ମଜା ଗୀତସବୁ ଭିତରେ ବୋଧେ ଆଲୋ ହୁଣ୍ଡି ସବୁଠୁଁ ବେଶୀ ଲୋକପ୍ରିୟ।
ଓଡ଼ିଆ ସଙ୍ଗୀତରେ ନିର୍ମଳା ମିଶ୍ରଙ୍କ ସ୍ଥାନ ବିଷୟରେ ସମସ୍ତେ ପରିଚିତ କିନ୍ତୁ ନୂଆବୋଉର ମନ ମାନେନା ଓ ସାଧନାର ଜାଣେନା ଜାଣେନା ଭଳି ଶ୍ରେଷ୍ଠ ଗୀତ ଦୁଇଟିର ଗାୟିକା ହେଉଛନ୍ତି ଶିପ୍ରା ବସୁ। ତେଣୁ କିଏ ବଡ଼ ଓ କିଏ ଛୋଟ ବାଛିବା କଷ୍ଟକର। ଜୀବନ ସାଥୀର କେତେ ଯେ ଫୁଲ ମୋ ବନେକୁ ମଧ୍ଯ ଏହି ତାଲିକା ଭୁକ୍ତ କରାଯାଇ ପାରେ। #ଓଡ଼ିଆ
ଶ୍ରବଣ ହେଲା ସଙ୍ଗୀତ ଏବଂ ସ୍ପର୍ଶ ହେଲା ଏକ ବିମୋହନ,
auroverse.in/languages/oriy…
ଏ ଅଗଣା ଏ ଘର ଏ ଦାଣ୍ତ ଦୁଆର
ୟେ ହଓ୍ବା ୟେ ରାତ୍ ୟେ ଚାନ୍ଦନୀ
ତୁଝେ କ୍ୟା ସୁନାଉଁ ମୈଂ ଦିଲ୍ଋବା
ଟିକେ ଟିକେ ଏକା ଲାଗିଲା।
ୟେ ରାତେଁ ୟେ ମୌସମ୍ ନଦୀକା କିନାରା... ମଧ୍ଯ।
ପଦ୍ୟ ହେଉ ବା ଗଦ୍ୟ ହେଉ, କୌଣସି ଦି' ପଦ କଥାକୁ ସତ୍ଯ ବୋଲି ମାନିନେବା ଭୂଲ୍। ଆପ୍ତ ବାକ୍ଯ ହେଉ ବା ଢଗଢମାଳି, ପ୍ରତିଟି ଲେଖା ଏକ ମତାମତ ମାତ୍ର। ତେଣୁ ଅସମ୍ପୂର୍ଣ୍ଣ। ସାଧୁଜନେ ସାବଧାନ!
Is dharti is khule gagan ka
Includes many old songs
Depends upon relationship or equation.
Which woman and which man has to be defined. Otherwise, the scenario is too wide including strangers. You have to provide some clues.
Okay, then it's companionship, the basic role for which they were created.
ବହୁତ ଦିନ ପରେ ଗୀତଟି ଆଜି ମନେ ପଡ଼ିଲା।
youtu.be/RGfAqdr8pN0
ଦକ୍ଷିଣୀ ଗାୟିକାଙ୍କ ଯୁଗ ଆସିବା ପରେ ଅକ୍ଷୟ ମହାନ୍ତିଙ୍କ ଗୀତ ସଙ୍ଖ୍ୟା କମ୍ ହୋଇଗଲା। ୧୯୭୭ରେ ଧନଞ୍ଜୟ ଶତପଥୀ ତାଙ୍କୁ ସୁଯୋଗ ଦେଲେ ଏସ୍. ଜାନକୀଙ୍କ ସହ ଗାଇବା ପାଇଁ ରକ୍ତଗୋଲାପରେ। ନାରାୟଣ ପ୍ରସାଦ ସିଂହଙ୍କ ଲେଖା, ମମତାର ମଧୁମତୀ। ଦୁଇ ଜଣଙ୍କ ଅନ୍ୟ କେତୋଟି ଗୀତ ହେଲା ଝିଲିମିଲିର ବଧୂ ହସେ ମଧୁ ମଧୁ ଓ ନି.ରା.ସାର ପ୍ରୀତି ନୁହେଁ ସେତ।
"ଅବିଭକ୍ତ ଗଞ୍ଜାମ ଏ ଓଡ଼ିଆ ଜାତି ର ଭାଷା କୁ ଜନ୍ମ ଦେଇଥିଲା"
ଏହା ସତ କି?
ଆକାଶବାଣୀର ଯୁବବାଣୀରୁ ଲୋକପ୍ରିୟତା ହାସଲ କରିଥିଲେ। ଜେ. ଆଦେନୀ ତାଙ୍କୁ ଅନୁତାପରେ ପ୍ରଥମ ସୁଯୋଗ ଦେଇଥିଲେ।
ସୂର୍ଯ୍ୟବାବୁଙ୍କର ସିନେମା ଗୀତ ୨ ବହିରେ ଅଙ୍କା ଚିତ୍ର ଅଛି କିନ୍ତୁ କପିରାଇଟ୍।
ଏତେ ପୁରୁଣା ଗୀତ ଏବଂ ଶୁଦ୍ଧ ଓଡ଼ିଆ ଗାୟନ ଶୈଳୀ। ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ କେତେ ଅଲଗା ଲାଗୁଛି।
ଶ୍ରୀମାଙ୍କ ନିକଟରେ ପ୍ରାର୍ଥନା।
ପୁରୁଣା ଗୀତ ଅଥଚ ଆଗରୁ କେବେବି ଶୁଣିଥିବାର ମନେପଡ଼ୁନି। କୋଉଠି ଆଜିଯାଏ ଲୁଚି ରହିଥିଲା? ଧନ୍ୟଵାଦ।
ସେଇଟା ଏକତରଫା ନୁହେଁ। କେରାଣ୍ଡି ଗୁନ୍ଥି ଶେଉଳ ଧରିବା ଚାଲ୍।
ଅକ୍ଷୟ ମହାନ୍ତିଙ୍କୁ ଯେତେ ମନେପକେଇଲେବି କମ୍। ପିଲାବେଳେ ତାଙ୍କ ଗୀତ ସବୁ ଶୁଣିଲା ବେଳେ ତାର ମହତ୍ତ୍ବ ବେଶି ବୁଝି ହେଉନଥିଲା। କିଛି ଗୀତ ଭଲ ଲାଗୁଥିଲା ବିଶେଷ କରି ବିଷୟ ଯୋଗୁ କିନ୍ତୁ ସେଗୁଡ଼ିକ ଯେ ପଚାଶ ଷାଠିଏ ବର୍ଷ ପରେ ଏମିତି କାଳଜୟୀ ହୋଇ ଠିଆ ହେବେ ଏହା କଳ୍ପନାର ବାହାରେ ଥିଲା। କାରଣ ସେତେବେଳେ ପ୍ରଚାର ମାଧ୍ଯମ ଅତି ସୀମିତ ଥିଲା
ଯୁବକ ଅବସ୍ଥାରେ ପ୍ରଫୁଲ୍ଲ କର କିଶୋର କୁମାରଙ୍କ ଭଳି ନୂଆ ଉନ୍ମାଦନା ଆଣିଲେ ଓ ଅକ୍ଷୟଙ୍କ ଛବି ଟିକେ ମଳିନ ପଡ଼ିଲା। ତାଛଡ଼ା ବଜାରି ଗୀତ ଓ ଅନେଶତ ରାଣୀ ପରି ଅନେକ ବିବାଦ। କିନ୍ତୁ ଯାଯାବର ଓ ନାଗଫାସ ଭଳି ତାଙ୍କ ଜୟଯାତ୍ରା ବଜାୟ ରହିଲା। ସାମଗ୍ରିକ ଭାବେ ତାଙ୍କର ସ୍ମୃତି ଏମିତି ଯେ ସବୁଗୁଡ଼ିକ ଗୀତକୁ ସେ ନିଜେ ଲେଖିଛନ୍ତି ବୋଲି ମନେହୁଏ।
ଠିକ୍ କରି ବୁଝି ପାରୁନଥିଲି କିନ୍ତୁ ପିଲାଦିନେ ବୟସର କୃଷ୍ଣଚୂଡ଼ା ଗୀତଟି ମୋର ବହୁତ ପ୍ରିୟ ଥିଲା ଏବଂ ମୁଁ ନିଜେ ବୋଲୁଥିଲି। ପରିଣାମର ଛାୟା ପଛେ ପଛେ ମୁଁ ତାଙ୍କର ଶ୍ରେଷ୍ଠ ଗୀତ ବୋଲି ଭାବେ। କିଏ କାହାରର ଚକୋରୀ ଝରାନା ଲୁହ ମଧ୍ଯ ଏକ ଅନ୍ତରଙ୍ଗ ଗୀତ। ରେଡ଼ିଓରେ କୁସୁମ କୁସୁମ କେଳି କୁସୁମ ବା ସେଦିନ ସଞ୍ଜବେଳେ ବାଜିଲେ ଖୁସି ଲାଗୁଥିଲା।
ଚକୋରି ଝରାନା ଲୁହର ମୂଳ ଗୀତଟି ହେଲା ଚକୋରି ଗୋ କାନ୍ଦନା ଯାହା ଆକାଶବାଣୀର ପ୍ରଥମ ସଜଫୁଲରେ ବାଜିଥିଲା। ସେହି କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ତାଙ୍କରି କଣ୍ଠରେ ଝରି ଝରି ଯାଏ ହେରେକ ଫୁଲ ଗୋ। ଅନ୍ୟ ଏକ ସଜଫୁଲରେ ତାଙ୍କର ରସୋତ୍ତୀର୍ଣ୍ଣ ଗୀତଟିଏ ହେଲା ଏଇ କଳା ମୋର କଳଙ୍କ। ଉଭୟ ସଜଫୁଲର ଦୈତକଣ୍ଠରେ ତାଙ୍କର ଗୀତଦୁଇଟି ମଧ୍ଯ କ୍ଲାସିକ୍
ରେଡ଼ିଓରେ ଗୀତିନାଟ୍ୟ ଗୁଡ଼ିକ ପ୍ରଚୁର ଲୋକପ୍ରିୟତା ଲାଭ କରିଥିଲେ ଯେଉଁଥିରେ ଅକ୍ଷୟ ମହାନ୍ତିଙ୍କ ଅବଦାନ କିଛି କମ୍ ନୁହେଁ ଯଥା ଜନ୍ମାଷ୍ଟମୀରେ ଡଗର ଭୂମିକା (୨ୟ୧୦:୦୭)। ସେମିତି ଭୀଷ୍ମଙ୍କ ଚରିତ୍ର ପାଇଁ ସବ୍ୟସାଚୀହେ ବୋଲି ଗାଇଥିବା ଗୋଟିଏ ଭଲ ସ୍ବର ମନେପଡ଼ୁଛି। ସେସବୁ ଏକାଠି କରାଯାଇ ପାରିଲେ ଭଲ ହୁଅନ୍ତା। youtu.be/ewkihc19z0s?si…
ଖୁବ୍ ଜୋରରେ ବର୍ଷା ହେଉଛି
ମନ ହଉଚି ପିଲାଦିନ ପରି ପୁଣି ଥରେ
କାଗଜ ଡଙ୍ଗା ତିଆରି କରି ଭସେଇବା ପାଇଁ
ସେହି ଦୁଇ ରଙ୍ଗର ଜଳ ଧାରାରେ।
ଚାଳରୁ ଗଳୁଥିବା ଖଇରିଆ ରଙ୍ଗର ପାଣି
ଓ ତା ସାଙ୍ଗରେ ବହୁଥିବା ଧୂସର କାଦୁଅ ପାଣି
ଠିକ୍ ଯେମିତି ଭାଗୀରଥୀ ଓ ଅଳକାନନ୍ଦା
ଦୁହେଁ ଦେବପ୍ରୟାଗରେ ମିଶି ହେଲେ ଗଙ୍ଗା।
(ମୂଳ ଇଂରାଜୀରେ ନିଜ ଲେଖାରୁ ଅନୁବାଦିତ)
ନ ଯାରେ ନ ଯା ଗୋରୀ
ରୂପର ଉର୍ମି ତଳେ
କି ବେଗରେ
youtube.com/clip/UgkxQ7yE1…
ଆଜି ତ ସେ ସବୁ ନିଶ୍ଚୟ କ୍ଲାସିକ୍ ପରି ମନେହେବ କିନ୍ତୁ ତତ୍କାଳୀନ ଦର୍ଶକର ଆଶା ତୁଳନାରେ ସେମିତି କିଛି ଗୋଟାଏ କରିତକର୍ମା କାମ ହେଉନଥିଲା। ଅବଶ୍ଯ କଥାବସ୍ତୁର ଦୋଷ ହୋଇପାରେ। କିନ୍ତୁ ସଂସ୍କୃତି ରକ୍ଷା କରୁ କରୁ ତେଣେ ସିନେମାର ଆକର୍ଷଣ ଉଣା ହୋଇଯାଉଥିଲା। ୟା ଛଡ଼ା ଅଭିନେତ୍ରୀ ଓ ଅରୁନ୍ଧତୀ ବି ଦେଖନ୍ତୁ। ନାୟକଙ୍କ ଗ୍ଲାମରର ଘୋର ଅଭାବ।
ଦର୍ଶକ ତ ହିନ୍ଦୀ ଛବି ଦେଖୁଥିଲେ ତେଣୁ ସେଇ ଧରଣର ମନୋରଞ୍ଜନ ଆଶା କରିବା ସ୍ବାଭାବିକ। ଓଡ଼ିଶାରେ କିନ୍ତୁ ଥିଏଟରର ଆବହାୱା। ଭବିଷ୍ଯତମୁଖି ହେବା ବଦଳରେ ପୁରୁଣା ଆଡ଼କୁ ଟାଣି ହେଉଥିଲେ। ଆଧୁନିକ ଜୀବନ ବା ସିଟି ଲାଇଫର ଛାପ ନାହିଁ ଯାହାକି ବଙ୍ଗଳା ସିନେମାରେ ପ୍ରଚୁର ଦେଖିବାକୁ ମିଳେ। ଅଭାବ, ଅସୁବିଧା ଓ ସଂଘର୍ଷ ଭିତରେ ଯାହା ସମ୍ଭବ ହୋଇଛି।
ଠିକ୍ ସେହି ଭାବରେ କହି ହେବନି କିନ୍ତୁ ନିର୍ବିବାଦରେ
ଶରତ ପୂଜାରୀ।
ମୁଁ ତ ବହୁତ ଆଗରୁ ନୂଆ ରାସ୍ତା ଖୋଜିବା ପାଇଁ କହୁଛି କିନ୍ତୁ କେହି ବୁଝିବାକୁ ନାରାଜ।
ହସ ନାହିଁ
ଏବେ କେହି ନାହିଁ ନାହିଁ
କାଳେ ପହନ ହବ
କାଳେ କୁହୁଡ଼ି ହବ

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...