Monday 15 November 2021

ନିଜର କଷଟିବାପଣ ବଢୁ

Collated by Tusar Nath Mohapatra (b. 1956)

ଇଂରେଜ ମାନେ ଜମି ଦେଲେ କିନ୍ତୁ ଆଜିଯାଏ ଓଡ଼ିଆ ସବୁ ଜାଗାରେ ଜମେଇକି ବସି ପାରିଲା ନାହିଁ। ବରଂ ଦିନକୁଦିନ ବଂଧନ ହୁଗୁଳା ହବାରେ ଲାଗିଛି। Odisha is perhaps the first linguistic State and it was created before the Democracy arrived. So no Democracy or plurality when it comes to the question of language.
Replying to
ଦିଇଟା ଅଲଗା କ୍ଷେତ୍ର। ସରକାର ପଦକ୍ଷେପ ନେଲେ, ଲୋକେ ଅନୁସରଣ କରିବେ।
ଓଡ଼ିଆ ଭାଷାର ସ୍ଥିତି ଓ ଭବିଷ୍ଯତ ନେଇ ଲେଖିଲେ ଭଲ ହେବ।
ମଧୁରତା କଥା ଅଲଗା। ମୁଁ କିନ୍ତୁ ଆଇନଗତ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି। ଯେଉଁ ଜମିରେ ଓଡ଼ିଆ ଫଳିବ ବୋଲି ଉଦ୍ଦିଷ୍ଟ, ସେଠି ବାରମିଶା ମଂଜି ବୁଣାହଉଛି କାହିଁକି? It's not question of anyone doing a favour. The State was created specifically for Odia and it should be implemented. If you can't then resign
ମୋର ଦୋଷାରୋପ ସରକାରଙ୍କ ଉପରେ।
ମଣିଷ ନିଜେ ଯାହା ଭଲ ପାଏ ସେଇଟା ସଂସ୍କୃତି ନା ତା ଉପରେ ଯାହା ଲଦି ଦିଆଯାଏ ସେଇଟା? ପ୍ରମିଦିଆର ପ୍ରଚାରତନ୍ତ୍ର ଯେଉଁ ସବୁ ବର୍ଣ୍ଣନଦୀର ଧାରା ପ୍ରତିଦିନ ଅଜାଡି ଦେଉଚି ସେ ସବୁକୁ ସାମାଜିକ ଚାପ ଯୋଗୁ ସ୍ୱୀକାର କରନ୍ତୁ ନାହିଁ। ଅନ୍ଧବିଶ୍ୱାସକୁ ପ୍ରତ୍ୟାଖାନ କରନ୍ତୁ। ବଡ ବଡ ହଟଚମଟ ଆଗରେ ସହଜେ ଭଳି ଯାଆନ୍ତୁ ନାହିଁ। ନିଜର କଷଟିବାପଣ ବଢୁ।
Image
ବିଭିନ୍ନ ପ୍ରକାରର ବିଚାର ଓ ମତବିନିମୟ ତ ଚାଲିଛି କିନ୍ତୁ ଓଡ଼ିଶା ଏକ ସ୍ଵାଧୀନ ଦେଶ ହେଉ ବୋଲି ଦାବୀ କରିବା ପାଇଁ କାହାରି ଜିଭରେ ହାଡ଼ ନାହିଁ। ଭାଷା ଯେ ଗୋଟିଏ ଜାତିର ମୂଳଦୁଆ ଓ ଓଡ଼ିଆ ଆଉ ଅନ୍ୟ ଭାଷାଭାଷୀ ମାନଙ୍କ ଦ୍ବାରା ଶାସିତ ହେବା ପାଇଁ ପ୍ରସ୍ତୁତ ନୁହେଁ, ଏ ପ୍ରକାର ସ୍ବାଭିମାନ ବିରଳ। ଓଡ଼ିଶା ଆଉ କେତେଦିନ ଧର୍ମଶାଳା ହୋଇ ରହିବ?
ପ୍ରତିକାର ଅଛି
ତୁଷାରନାଥ ମହାପାତ୍ର
@NathTusar
·
Replying to @Anu_mohanty79
ମୁଁ ବର୍ତ୍ତମାନ ଓଡ଼ିଶାର ଏକମାତ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଭଲ ଲୋକମାନେ ରାଜନୀତିକୁ ଆସିବା ଦରକାର । ସଚ୍ଚୋଟ ଲୋକମାନଙ୍କୁ ସମର୍ଥନ କଲେ ଏକ ନିର୍ମଳ ସରକାର ଗଠନ କରିହେବ । ଅନ୍ୟ ମାନଙ୍କୁ ରାସ୍ତା ମଧ୍ୟ ଦେଖେଇହେବ । ମୋତେ ସମର୍ଥନ ଦେଇ ଓଡ଼ିଶାରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠା କରିବାରେ ସହାୟକ ହୁଅନ୍ତୁ । ~ ସାବିତ୍ରୀ ଇରା ପାର୍ଟି
ବର୍ଷକ ଭିତରେ କିଛି ପରିବର୍ତ୍ତନ ଆସିଛି କି? ଵୋଧହୁଏ ନା। ତଥାପି ଆଶା ଛାଡିବା କାହିଁକି?
ତୁଷାରନାଥ ମହାପାତ୍ର
@NathTusar
·
ଓଡ଼ିଆ ମାନଙ୍କ ସମ୍ମୁଖରେ ଆଜି ଯେଉଁ ଦାୟିତ୍ୱ ଓ କର୍ତ୍ତବ୍ୟ ତାହା ହେଲା: ୧) ଓଡ଼ିଆ ଲିପି ଓ ଭାଷାର ଉର୍ଣ୍ଣତୀ ୨) ଅଣଓଡ଼ିଆଙ୍କ ଦାସତ୍ୱ ନ କରିବା ୩) ପରିବାରବାଦ ମୂଳୋତ୍ପାଟନ କରି ଗଣତନ୍ତ୍ର ପ୍ରତିଷ୍ଠା କରିବା ୪) ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଆ ପ୍ରୀତି ବର୍ଦ୍ଧନ ୫) ଫମ୍ପା ଶ୍ରଦ୍ଧାଞ୍ଜଳି ବଦଳରେ କିଛି ଠୋସ କରି ଦେଖେଇବା ୬) ଏକତା ସ୍ଥାପନ
ଜଳ ଭଉଁରୀ
କେତେ ଭଉଁରୀର youtu.be/02HJ-3JrIqo
ନାଟକର ପ୍ରଥମ youtu.be/uJReU3Yi0CY
Replying to
ନୀଳପରୀ କହ youtu.be/Bze5B09Qd4M
ଅନେକ ସହଜ
ଆଗୋ ଵନହଂସୀ (ସଜଫୁଲ)
Top three Odia songs: ସର୍ବଶ୍ରେଷ୍ଠ ତିନୋଟି ଓଡ଼ିଆ ଗୀତ ୧) ମୋ ବୁକୁର ମୂକଭାଷା ତଳେ ୨) ଏତେ ରଙ୍ଗଭରା ଏଇ ୩) ଝିଲିମିଲି ତାରାମେଳେ କୁହ
ଅର୍ଥନୈତିକ ସମସ୍ୟା ଗୁଡିକର ସମାଧାନ ଦିପଦ କଡା ଗାଳିରେ ସମ୍ଭବ ନୁହେଁ।
କଲେଜର ନାମକରଣ କରିଛି ଯିଏ।
ଠିକ ଠ ଓଡ଼ିଆ ଲିପି
ମାଇକ୍ ଆଗରେ ଜଣେ ଘଣ୍ଟାଏ ଭାଷଣ ଦେଇପାରିବ କିନ୍ତୁ ଦିଧାଡି ଲେଖିବାକୁ ପଡିଲେ କୁନ୍ଥୁକୁନ୍ଥୁ ହେବ। ତାର କାରଣ ହେଉଛି ବୁଦ୍ଧିର ଅଭାବ। ମୁଁ କଣ ଲେଖୁଛି ଓ ଅନ୍ୟମାନେ କଣ ଉତ୍ତର ଦେଲେ, ସେଇଥିରୁ ସ୍ପଷ୍ଟ ହୋଇଯିବ। Dealing with too many issues means dilution of attention. Applying politically correct yardsticks needed.
ଗଣତନ୍ତ୍ରରେ ସାଧାରଣ ଲୋକଂକ ଭୋଟ ପାଇ ଜିତିଥିବା ନେତା ଶିକ୍ଷିତ ବ୍ଯକ୍ତି ମାନଂକ ପସନ୍ଦର ନହୋଇପାରେ କିନ୍ତୁ ଶିକ୍ଷିତ ବ୍ଯକ୍ତି ମାନେ ନିଜର ବିଶ୍ବସନୀୟତା ବଜାୟ ରଖିବା ପାଇଁ କେତେଦୂର ତତ୍ପର? ଦଳର ମତ ଛାଡି ସ୍ବୀୟ ଚିନ୍ତା ଜାହିର କରିବାର କ୍ଷମତା ଲାଭ କରିବା ଦରକାର। Odia voice should have an independent identity of its own.
ସମଗ୍ର ଉତ୍ତର ଭାରତରେ ଓଡ଼ିଆ ଏକମାତ୍ର Classical language ବୋଲି କେତେଜଣ ଜାଣିଛନ୍ତି? ଓଡ଼ିଶା ପାଇଁ କେତେବଡ ଗର୍ବର ବିଷୟ ଅଥଚ ଅନ୍ୟ ଭାଷାମାନେ ଗାଦୀମାଡି ବସିଛନ୍ତି। Odia must get its rightful place in the national scene. It should be declared as the link language and its script become an additional one
ଓଡ଼ିଆରେ ଉତୁରିଲେର ତ ଅନ୍ୟ ଅର୍ଥ!
ଭାଷା ଓ ସାହିତ୍ୟ ଦିଇଟା ଅଲଗା ଜିନିଷ। ଓଡ଼ିଆ ସାହିତ୍ୟ ସମ୍ରୁଦ୍ଧ କିନ୍ତୁ ଓଡ଼ିଆ ଭାଷା ଵିପନ୍ନ। People are not much concerned about this imminent danger or feel it doesn't matter. Celebrity hype or religious angles appeal more. Demography must receive attention for giving Odia due protection.
ଅନ୍ୟ ଭାଷାଭାଷୀ ମାନେ ପଶି ଆସିବା ଫଳରେ ଓଡ଼ିଆ ଭାଷାର ଗାରିମା ଆଉ ବଞ୍ଚିବ କେମିତି? So, there has to be some amount of coercion for preservation of Odia as a language and a script.
ଭଲ ଗୀତଟିଏ ମନେପକେଇ ଦେଲେ। youtu.be/gf2Ej0sBWIM
ଶିକ୍ଷିତ ଓ ସମ୍ଭ୍ରାନ୍ତ ଓଡ଼ିଆ ମାନଂକ ପାଇଁ ଅନ୍ୟ କିଛି ରାସ୍ତା ନଥିଲା। BJP ପ୍ରଚାରରେ ବି ଭ୍ରାନ୍ତ ହେବା ବିଚିତ୍ର ନୁହେଁ। ଜାମାଯୋଡ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ମାନଂକୁ ଯିବାପାଇଁ ମଧ୍ଯ ମଜା ଲାଗିଲା। Having mortgaged the intelligence to the TV, the deeper issues failed to stir the conscience of Odia elite.
ସଂସ୍କୃତ ସହ ଓଡ଼ିଆର ଗହନ ସମ୍ପର୍କ। ସଂସ୍କୃତ କଥିତ ଭାଷା ହୋଇ ବଞ୍ଚିବାର ଆଶା କମ୍। ଓଡ଼ିଆ କିନ୍ତୁ ବଞ୍ଚିବ। Those who bat for Sanskrit are fighting a loosing battle and misguiding others. Odia is the real alternative to Sanskrit. Apart from vocabulary and pronunciation, Odia script most elegant.
ଇତିହାସ ଓ ଭୂଗୋଳ ପରି ଭଵିଷ୍ୟତ ବି ସବୁ କ୍ଷେତ୍ରରେ ଅଲଗା ନହେଲେ ସିମୁଲେସନ ଗଣନା ସଫଳ ହୁଅନ୍ତା।
ଓଡ଼ିଶା ରାଜନୀତି ଆଗରୁ ସଫାସୁତୁରା ଥିଲା କିନ୍ତୁ ବଂଶବାଦ ପଶିଯିବା ପରେ ସବୁ ବିଭ୍ରାଟ ହୋଇଯାଇଛି। ଅନ୍ୟ ପକ୍ଷରେ ଧର୍ମାଂଧତା ପ୍ରଭାବରେ ଶିକ୍ଷିତ ଲୋକଙ୍କ ଚିନ୍ତାଧାରା ବିକ୍ରୁତ ହଉଛି। Thus, it's a challenge to protect the good name of Odisha and safeguard Democratic values. When each Odia will feel empowered?
But it's not the question of language alone. ଜଣେ ଲୋକ କେଉଁ ମତବାଦରେ ବିଶ୍ବାସ କରୁଛି ବା କୋଉ ଦଳକୁ ସମର୍ଥନ ଦେଉଛି, ତା ଗୁରୁତ୍ବପୂର୍ଣ୍ଣ। ଦେଶ ଓ ଜାତୀୟତାର ଦ୍ବାହି ଦେଇ ବର୍ତ୍ତମାନ ଓଡ଼ିଆ ମାନଂକୁ ଯେପରି ଵାଟବଣା କରାଯାଉଛି ତାହା ନିଂଦନୀୟ। BJDକୁ ହଟେଇବା ମାନେ ନୁହେଁ BJP କବଳରେ ପଡିବା। Savitri Era Party ବିକଳ୍ପ ଅଟେ।
Whether to tweet in Odia or in English is a dilemma but it depends on one's profile and likely audience. As so called national news affects everyone through TV, people usually don't give much importance to local matters. କିନ୍ତୁ ଏକଥା ସତ ଯେ ଓଡ଼ିଆରେ ଲେଖିଲେ ହିଁ ଓଡ଼ିଆ ଭାଷା ଵଂଚି ରହିବ।
Bhalakatha, kintu jibanara sesha dui page kemiti khela bhali katiba se sambandhare sachetana hoi kichhita prastuti kale taha upajogi heba. Pray loka ehi digatiku anadekha karithanti o kebala bartamanara chapare samaya o sujogara jathartha labha uthai pari nathanti. Dhanyabad.
I haven't seen anyone to debate with others defending Sri Aurobindo but they will readily fight with me or mock me. Many have either blocked or muted me and treat my handles as tainted. Curiously some RT what I RT but not my own tweets. Such is the standard of purity of followers
Ama piladine jeun puja heuthila, sethire Jagannathanka sthana nathila. Sabu jagare tanku jabardasti pureiba ka'na nihati darkar? Anya deba debi mane niswasa nebapain tike jaga rahu.
Niara o Sanskari tike akhadua lagila.
Savitri Era Political Action: ଯାନ୍ତ୍ରିକତା ଓ ଆଧ୍ୟାତ୍ମିକତାର ମିଳନ ଅନଲାଇନ୍ ମାଧ୍ୟମରେ sepact.blogspot.com/?spref=tw Tusar Nath Mohapatra (b.1956) Founder, Savitri Era Learning Forum (2005), Savitri Era Religion (2006) & Savitri Era Party (2007)
ଓଡ଼ିଆ ଭାଷା ପାଇଁ ବି ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ; ଯାନ୍ତ୍ରିକତା ଓ ଆଧ୍ୟାତ୍ମିକତାର ମିଳନ ଅନଲାଇନ୍ ମାଧ୍ୟମରେ |
Savitri Era: Plunging into Sri Aurobindo's works without any plan is the key savitriera.blogspot.com/2021/10/plungi Tweets by Tusar Nath Mohapatra, 5-E, Krishna Heights, Authpur (near Shyamnagar), North 24 Parganas, West Bengal-743128. (b. 1956 at Sailo Jharpada, Dist. Cuttack, Odisha-754003).
Replying to
Each State in India should serve and preserve a single language, like Odia in Odisha. One needs to be a bit rigid on this score otherwise local languages will perish. Puritanism must score over Democracy here.
Being an Odia, my concern is for Odia and Odisha only. It's a survival issue and so, being parochial and protective is legitimate in this context. Formation of new States/Nations can't be ruled out but many languages, like rice varieties, will be extinct.
Savitri Era
@SavitriEra
·
Replying to @SavitriEra
Fond hope of India nurturing all its languages is a chimera. Only the States as Sovereign nations can cultivate pride in respective tongues.
Internet brought revolution to music but in Odia we are still in the 'Kankala' stage. A handful of pioneers had done some good work, but the dedicated manner in which archived old songs is unique and unprecedented. He has also acquired a lot of historical information.
Odia Films: Second partly coloured filmsodia.blogspot.com/2021/09/second [Pandit Hari Prasad Chourasia & Bhubaneswar Mishra started musical journey as Bhuban-Hari with this film and managed to introduce Mukesh into Odia films.] Collated by Tusar Nath Mohapatra (b. 1956)
Odia Films: Balloon and do ande ka omelette filmsodia.blogspot.com/2021/09/balloo Collated by Tusar Nath Mohapatra (b. 1956)
Plain & Simple: Science education and Hindutva plasim.blogspot.com/2021/11/scienc Collated by Tusar Nath Mohapatra, Founder, Savitri Era Learning Forum (SELF) & Savitri Era Party; SRA-102C, Shipra Riviera, Indirapuram, Ghaziabad Savitri Era of those who adore, Om Sri Aurobindo & The Mother.

ହେ ବିନ୍ଦୁ ବିଦାୟ

ମୁଁ ଗତ କିଛି ଦିନ ଭିତରେ ଲେଖିଥିବା ଡାକ୍ତି ଗୁଡ଼ିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡ଼ିକୁ ଆଲୋଡନ କରିବାକୁ ମଧ୍ୟ ଅନୁରୋଧ। ଓଡ଼ିଆ ଓଳିଆ: ମେଣ୍ଢା ଓ ଶୁଆ o...