Wednesday, 20 September 2023

ପଚାଶ ଦଶକର ଆରମ୍ଭରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନ ଆରମ୍ଭ ହେଲା


ପଚାଶ ଦଶକର ଆରମ୍ଭରେ ଓଡ଼ିଶାରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ଯେଉଁ ପରମ୍ପରା ଆରମ୍ଭ ହେଲା ... 

ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଚର୍ଚ୍ଚା ପ୍ରବାହ

ଆମ ଓଡିଆ ଚଳଚ୍ଚିତ୍ରର ତର୍ଜମା ଧାରା ଓ ଶୈଳୀ ଯେ ବେଶି ପ୍ରଭବୀ ନୁହେଁ ଏକଥା ସ୍ୱୀକାର କରିବାକୁ ଆମେ ବାଧ୍ୟ । ଆଉ ଏକଥା ବି ସ୍ୱୀକାର କରିବାକୁ ବାଧ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ର ଅଧିକାଂଶ ଓଡ଼ିଆଙ୍କ ମନରେ ଯେମିତି ବସା ବାନ୍ଧିଛି, ଅନ୍ୟ କେଉଁ ମନୋରଞ୍ଜନର ଭାଗ୍ୟ ସେମିତି ହୋଇନାହିଁ । ତାହା…

ସିନେ ଓଡ଼ିଶା: ଭିତୀହୀନ ନିରପେକ୍ଷ ଭାବେ

ଭାଗ-୨ ପଚାଶ ଦଶକର ଆରମ୍ଭରେ ଓଡ଼ିଶାରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ଯେଉଁ ପରମ୍ପରା ଆରମ୍ଭ ହେଲା ତାହାର ବୈଶିଷ୍ଟ୍ୟ ଥିଲା ମନୋରଞ୍ଜନ ଜଗତ ସହ ବୃହତ ପାଠକ ବର୍ଗକୁ ଯୋଡ଼ିବା । ସେ ସମୟରେ ଏତକ କରିପାରିବା କିଛି କମ୍ ଦୁଃସାହସିକ ବ୍ୟାପାର ନ ଥିଲା । ସେତେବେଳକୁ ମାତ୍ର ତିନିଟି ଓଡ଼ିଆ…

ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ

ଭାଗ- ୩ ୧୯୫୧ରେ ‘ସିନେ ଓଡ଼ିଶା’ ପ୍ରକାଶିତ ହେଲା ବେଳକୁ, ସାହିତ୍ୟ ଆଧାରିତ ପତ୍ରିକା ଓଡ଼ିଶାରେ ଅଧିକ ସଂଖ୍ୟାରେ ପ୍ରକାଶିତ ହେଉଛି । ୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା । ଓଡ଼ିଆ ପତ୍ରିକା ୧୯୦୬ର ‘ମୁକର’ରୁ ୧୯୧୫ର…

କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ

ଭାଗ- ୪ ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର କଳାର ସଚ୍ଚୋଟ…

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ…

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ…

ସିନେମା: ‘ଆସନ୍ତାକାଲି’ର ପ୍ରକାଶନ

ଭାଗ-୭ ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍‌ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା । ଏବେ ହୁଏତ ଆଶ୍ଚର୍ଯ୍ୟ ମନେହୋଇପାରେ ତତ୍କାଳୀନ…

ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର ପତ୍ରିକା ‘ସିନେ…

ଛାୟାଲିପି : ଗଳ୍ପ ପରି ଲାଗେ, ଗଳ୍ପ ନୁହେଁ ମୋଟେ

ଭାରତରେ ଚଳଚ୍ଚିତ୍ରର ପ୍ରାରମ୍ଭିକ ସ୍ଥିତିରେ ବି ଷ୍ଟୁଡିଓର କାନ୍ଥ ବାହାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଆଉ ଏକ ବିଶ୍ୱ ଥିଲା । ଷ୍ଟୁଡିଓ ଓ ଥିଏଟର ହଲ ମଝିରେ ଥିବା ସେଇ ବିଶ୍ୱରେ ଯେଉଁମାନେ ଥିଲେ ସେମାନେ ହେଲେ ପ୍ରୋଜେକ୍ଟନିଷ୍ଟ, ପୋଷ୍ଟର ଚିତ୍ରକର, ପୋଷାକ ଯୋଗାଣକାରୀ, ପ୍ରଚାର ପୁରୁଷ,…

ଚିତ୍ରପୁରୀ : ଅନାମ-ନାମ

ଭାଗ - ୧୦  ଏମିତି ଏକ ବିଚିତ୍ର ଶୀର୍ଷକ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ପତ୍ରିକା ଏହା ହିଁ ଥିଲା । ଅନାମଙ୍କ ସଂପର୍କରେ ଛାପୁଥିଲା, ନାମ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପର୍କରେ ବି ଛାପୁଥିଲା । ନିଜେ ସମ୍ପାଦକ ବିଭିନ୍ନ ତାରକାଙ୍କ ସହ ଛବି ଉଠାଇ…

ଚିତ୍ରପୁରୀ : କେତେ ସିଧା କେତେ ଓଲଟା ? କେତେ ରଙ୍ଗ କେତେ ରୂପ?

ଭାଗ – ୧୧  ଓଡ଼ିଶାର ଘରେ ଘରେ ଯାହାର ଆଦର ବଢ଼ି ଚାଲିଛି ତା କ’ଣ ? ତା’ ହେଉଛି ଆପଣଙ୍କ ପ୍ରିୟ ପତ୍ରିକା ‘ଚିତ୍ରପୁରୀ’ । ଏହା ୧୯୬୬ ମସିହାର ଅକ୍‌ଟୋବର ମାସ ୨ ତାରିଖରେ ସମାଜରେ ପ୍ରକାଶିତ ବିଜ୍ଞାପନର ଲେଖା । ତୃତୀୟ ପୃଷ୍ଠାରେ ବିଜ୍ଞାପନ ପ୍ରକାଶିତ । ତତ୍କାଳୀନ ସର୍ବାଧିକ ପ୍ରସାରିତ…

ଚିତ୍ରପୁରୀ : ୩ଟି ସୂତ୍ର

ଭାଗ : ୧୨ ବସନ୍ତ ପଟ୍ଟନାୟକଙ୍କ ପ୍ରକାଶିତ ଓ ସମ୍ପାଦିତ ‘ଚିତ୍ରପୁରୀ’ ପ୍ରକାଶନ ଓ ସମ୍ପାଦନା କ୍ଷେତ୍ରରେ ଯେଉଁସବୁ ନୂଆ ନୂଆ ଦିଗ ଉନ୍ମୁକ୍ତ କଲା, ସେଥିରୁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ଅବଦାନ ସମ୍ପନ୍ଧରେ ଅନ୍ତତଃ ତିନିଟି ପର୍ଯ୍ୟାୟରେ ଲକ୍ଷ୍ୟ କରିବାକୁ ହେବ । ଏକ: ପତ୍ରିକାର ଆକାର ଓ…

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା ଯାଉଥିଲା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେହି…

ଚିତ୍ରପୁରୀ : ଅର୍ଦ୍ଧେକ ଇନ୍ଦ୍ରଜାଲ, ଅର୍ଦ୍ଧେକ ଦ୍ୟୋତକ

ଭାଗ : ୧୪ ଏହା ଏହି ସ୍ତମ୍ଭରେ ‘ଚିତ୍ରପୁରୀ’ ସମ୍ବନ୍ଧିତ ଶେଷ ଲେଖା । ଚଳଚ୍ଚିତ୍ରର ଇନ୍ଦ୍ରଜାଲରେ ଛନ୍ଦି ହୋଇଥିବା ‘ଚିତ୍ରପୁରୀ’ର ସମ୍ପୂର୍ଣ୍ଣ କଲେବରରୁ ଅଧା ସାହିତ୍ୟ ଆଉ ଅଧା ଚଳଚ୍ଚିତ୍ର ବୋଲି ମୁଁ ଆଗରୁ କହିସାରିଛି । ଏଠି ସ୍ପଷ୍ଟ କରିଦିଏ ଯେ ଯେଉଁ ଅଧା କଳେବର ଚଳଚ୍ଚିତ୍ର ବିଷୟ…

‘ଇନ୍ଦ୍ରଧନୁ’ ପଛରେ ଜନ ସାହିତ୍ୟ

ଛାୟାଲିପି : ଭାଗ ୧୫  ପଚାଶ ଦଶକର ଶେଷ ଓ ଷାଠିଏ ଦଶକର ଆରମ୍ଭ ଭାଗରେ ଓଡ଼ିଆ ପତ୍ରପତ୍ରିକାର ବିଷୟ ଚୟନରେ କ୍ଷେତ୍ରରେ ଯେଉଁ ନୂଆ ଭାଗଟି ଯୋଡ଼ି ହେଲା ତାହା ହେଉଛି ଚଳଚ୍ଚିତ୍ର । ପଚାଶ ଓ ଷାଠିଏ ଦଶକରେ ଓଡ଼ିଆ ସାଂସ୍କୃତିକ ଚେତନାରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଭାଗ ବସାଇବା ଆରମ୍ଭ କରିଥିଲା ।…

‘ଇନ୍ଦ୍ରଧନୁ’ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ

ଛାୟାଲିପି: ଭାଗ ଷୋହଳ  ‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ପତ୍ରିକାରେ କେବଳ ଚଳଚ୍ଚିତ୍ର ଭିତ୍ତିକ ଖବର କି ଆଲୋଚନା କି ଭିତିରି କଥା ନଥିଲା, ଆହୁରି ଥିଲା ‘ସମୟ ସ୍ରୋତ’ ଶୀର୍ଷକରେ ରାଜନୀତି ଚର୍ଚ୍ଚା, ‘ଭାଗ୍ୟଲିପି’ ଶିରୋନାମାରେ ରାଶିଫଳ, ‘ସାମାନ୍ୟ ସମ୍ବାଦ ଓ ଅସାମାଡ଼୍ୟ ତଡ଼ିତ୍‌’ ନାମରେ ଖେଳ…

ମିହିର ଦାସଙ୍କ ସାମ୍ବାଦିିକତା ଆଉ ‘କିନ୍ତୁ’ : ‘ଚିତ୍ର ଲହରୀ’

ଛାୟାଲିପି : ଭାଗ ସତର  ମିହିର ଦାସ ଚାଲିଗଲେ ଆଜି ! ଆଜି ଘୋର ଦୁର୍ଦ୍ଦିନରେ, ତାଙ୍କୁ ସ୍ମରଣ କରି କେତେକେତେ ଶ୍ରଦ୍ଧାଞ୍ଜଳି ଓ ଶୋକାଞ୍ଜଳି ଅର୍ପଣ ହୋଇଛି, କେତେ କେତେ ଧାର ଲୁହରେ ଓଦା ହୋଇଛି ଛାତି ଆଉ ମନ, କେତେ କେତେ ଦୀର୍ଘଶ୍ୱାସରେ ଉନ୍ମନା ହୋଇଛି କେତେ ହୃଦୟ ତା’ର ଇୟତ୍ତା ନାହିଁ ।…

No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...