Wednesday, 20 September 2023

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’...

ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା’

ଫୁଲ ରସିଆରେ... ଗୋଟିଏ ନୁହେଁ ଦୁଇଟି ଯା’ ସୂର୍ଯ୍ୟ ଦେଓ ଓଡ଼ିଆ ସିନେମାରୁ ଗୀତକୁୁ ଅଲଗା କରିବା ଅର୍ଥ ହେଉଛି ପରିପୂର୍ଣ୍ଣ ଜୀବନରୁ ଜୀବନକୁ କାଢ଼ିନେବା । ସଂପୂର୍ଣ୍ଣ ସ୍ୱପ୍ନହୀନତା ଓ ଆଶାଶୂନ୍ୟତାକୁ ନେଇ ଯେମିତି ଜୀବନର କଳ୍ପନା କରିହୁଏ ନାହିଁ, ସେମିତି ଗୀତିମୟତା ବିନା ଓଡ଼ିଆ…

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି ସୂର୍ଯ୍ୟ ଦେଓ ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ ଉନ୍ମାଦକର ମଧ୍ୟ । ଷାଠିଏ ଦଶକର ସିନେମା ‘ଅମଡ଼ବାଟ’ର ‘ଏ ତ କଳିକାଳ…

ଆରତ ସୁରେ ବାରେ

ଆରତ ସୁରେ ବାରେ ସୂର୍ଯ୍ୟ ଦେଓ ଓଡ଼ିଆ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମହମ୍ମଦ ସିକନ୍ଦର ଆଲାମ୍ ଚଳଚ୍ଚିତ୍ର ଗାୟକ ଆରମ୍ଭ କରନ୍ତି । ଏହି ଏକମାତ୍ର ଗୀତ ଗାୟନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ସଂଯୋଗକୁ ଆଉ ଏକ ଗୀତ ମଧ୍ୟ ତାଙ୍କ କଣ୍ଠରେ ରେକର୍ଡ କରାଯାଏ ।…

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’ ସୂର୍ଯ୍ୟ ଦେଓ ଆପଣମାନେ ଜାଣନ୍ତିଯେ ଓଡ଼ିଆ ଚଳଚ୍ଚିତ୍ରର ଜନ୍ମ ସମୟରୁ ହିଁ ଏହାର ଗୀତ ଭିନ୍ନ ଭିନ୍ନ ଭାତି ଓ ଭାବରେ ଓଡ଼ିଆମାନଙ୍କୁ ପ୍ରଭାବିତ ଓ ପୁଲକିତ କରିଆସିଛି । ଭାଷାଶୈଳୀ ଦୃଷ୍ଟିରୁ ଏହି ଗୀତିଧାରାକୁ ସତୁରି ଦଶକର ଶେଷ ଭାଗ ପର୍ଯ୍ୟନ୍ତ ମୁଖ୍ୟତଃ…

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ ସୂର୍ଯ୍ୟ ଦେଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ ଗାଇବା ପଛରେ ଅଛି ଅନେକ ଚମକପ୍ରଦ କାହାଣୀ । ଏବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ଗାୟନ ପାଇଁ ଲତା କିଛି ବି ପାରିତୋଷିକ ନେଇ ନ ଥିଲେ, ରାମାନନ୍ଦ ସାଗରଙ୍କ ହିନ୍ଦୀ ଚଳଚ୍ଚିତ୍ର…

ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା

ଉଡ଼ି ଉଡ଼ି ଉଡ଼ି... ଯା’ରେ ଗୁଡ଼ି ସୂର୍ଯ୍ୟ ଦେଓ ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ ଜଣକୁ ଛାଡ଼ି ଅନ୍ୟମାନେ ଥିଲେ ଖାସ୍ କଟକିଆ…

ଛୋଟମୋଟ ଘଟଣା ଓ ଲଘୁ-ପରିହାସକୁ ନେଇ ବି ଗୀତ ହୋଇପାରେ…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ‘ଘର ବାହୁଡ଼ା’ ମୋ ସାଙ୍ଗେ ଲାଗନାରେ ଛୋଟମୋଟ ଘଟନାକୁ ନେଇ, କେବେ ଘଟିଥିବା ଲଘୁ ପରିହାସକୁ ନେଇ ବି ଗୀତ ହୋଇପାରେ । ହୋଇପାରେ ନୁହେଁ, ହୋଇଛି । ସେମିତିକା ଅଧିକ ଘଟନା ଅନେକଙ୍କ ଅଲକ୍ଷ୍ୟରେ ଅଗୋଚରରେ ରହିଛି, ଆଉ କିଛିକୁ ହୁଏତ କେହି କେହି କେହି…

ଏମତି ବି ହୁଏ, ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ…

ସୂର୍ଯ୍ୟଦେଓଙ୍କ ନିୟମିତ ସ୍ତମ୍ଭ: ଗୀତ ପଛର ଗପ ଏମତି ବି ହୁଏ ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ... ସୂର୍ଯ୍ୟଦେଓ କଟକିଆ ତାରକସିଆ ଗୋଟିଏ ଗୋଟିଏ ଗୀତର ଭାଗ୍ୟ ତିଆରି ସରିଥାଏ ବହୁୁ ଆଗରୁ । ସେମିତି ଗୀତ ତିଆରି ଆଗରୁ ହିଁି ଗୀତର ଭାଗ୍ୟ ଲେଖା ବି…

କେବେକେବେ ଯେଉଁ ଗୀତରୁ କିଛି ଆଶା ନ’ଥାଏ, ସେ ଗୀତ ଆଣିଦିଏ ପ୍ରସିଦ୍ଧି…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ଲୋକପ୍ରିୟତାର ପ୍ରଥମ ସ୍ପର୍ଶ: ଲୋକପ୍ରିୟତାର ପ୍ରଥମ ସ୍ପର୍ଶ କେବେ କେମିତି ଆସିବ ଜାଣିବା ମୁସକିଲ୍ । କେବେକେବେ ଯେଉଁ ଗୀତକୁ ନେଇ ଗାୟକ ବା ଗୀତିକାର ବା ସଂଗୀତକାର ଯେତିକି ଆଶା ବାନ୍ଧିଥାନ୍ତି, ତାହାର କାଣିଚାଏ ବି ଫଳେ ନାହିଁ । ଆଉ କେବେକେବେ ଯେଉଁ…

‘ଯାଯାବର ମନମୋର’ ସହଜରେ ଆସିଗଲା କିନ୍ତୁ ପର ଲାଇନ୍ ଲେଖିବାକୁ ଦୁଇମାସ ଲାଗିଲା…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ... ଯାଯାବର ମନ ଯା’ର ଓଡ଼ିଆ ରକ୍ତରେ ଭେଦିଥିବା ଏହି ଗୀତ ପଛର ଗପ ଯେତେ ରୋମାଂଚିତ କରେ, ତାହାଠାରୁ ଅଧିକ ଏହି କଥାଟି ବିହ୍ୱଳ କରେ ଯେ ଯାହାଙ୍କ ମନ ଯାଯାବର, କେବଳ ସେ ହିଁ ରଚି ପାରନ୍ତି ଏମିତି ଇତିହାସ ଏବଂ କେବଳ ସେ ହିଁ କହିପାରନ୍ତି ଏମିତି ଠୋ ପଟାସ…

ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରି କରେ…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ: ଉଦାସୀ ମୁଁ ବଇଁଶୀ ସୁର ମମ ଝରି କିଛି ଗୀତର ସ୍ୱର ଓ ଗାୟନ ନିଜ ନିଜ ଭାଗ୍ୟ ନେଇ ଆସନ୍ତି । ସେହି ଭାଗ୍ୟକୁ ବଦଳାଇଦେବାର କ୍ଷମତା ନା ସଂଗୀତକାରଙ୍କର ଥାଏ ନା ଗାୟକ/ ଗାୟିକାଙ୍କର । ଯାହାର ଯାହା ଇଚ୍ଛାଥିଲେ ବି ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରେ । ତାହା…

ମାଟିର ମଣିଷ ଓ ସତ୍ୟଜିତ ରାୟ

ଚିଠିର ସ୍ପଷ୍ଟରେଖକୁ ଆଗ ପଢନ୍ତୁ , ଏହା ମୂଳ ଚିଠିର ଅବିକଳ । ତେବେ କାଗଜ ଚିରି ଥିବାରୁ ଦୁଇଟି ସ୍ଥାନରେ XXX ଚିହ୍ନ ଦେଇଛି । ଏହାକୁ ମୁଁ ଅନୁମାନ କରି ଲେଖି ପାରିଥାନ୍ତି କିନ୍ତୁ ଜାଣିଶୁଣି କଲି ନାହିଁ, ଆପଣମାନେ ଅନୁମାନ କରିପାରିବେ ଓ ଜାଣିପାରିବେ । SATYAJIT RAY 3 LAKE…

No comments:

Post a Comment

ଶ୍ରୀମାଶ୍ରୀଅରବିନ୍ଦ ଏକ ଦୃଢ ବିକଳ୍ପ

 ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ ଓଡିଆ ଓଳିଆ: ଜ୍ଞାନୀ ନବୋଲାଇ ସବୁଦିନ ପାଇଁ ଜିଜ୍ଞାସୁ ହୋଇ ରହିବାର ଆସ୍ପୃହା odiaolia.blogspot....