Thursday, 21 September 2023

୧୮୯୬ରେ ଗ୍ରିୟରସନ୍ ଙ୍କ ଦ୍ଵାରା ଭାଷା ସର୍ବେକ୍ଷଣ ଯୋଗୁ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ ଚିହ୍ନଟ କରାଗଲା

ଜ୍ଞାନ-ବିଜ୍ଞାନ ଓ ଈଶ୍ବର ବିଶ୍ୱାସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ସମଗ୍ର ଭାରତବର୍ଷ ପାଇଁ ଏକ ପରୀକ୍ଷାର ଦିନ ! ସାରା ବିଶ୍ୱରେ ନିଜ ଗୌରବ ଗରିମାକୁ ପ୍ରତିଷ୍ଠା କରିବାର ଏକ ସ୍ଵର୍ଣ୍ଣିମ ଅବସର ! ଚାରିବର୍ଷ ତଳେ ଅଳ୍ପକେ ବିଫଳ ହୋଇଥିବା ଏକ ପ୍ରକଳ୍ପର ପୁନଃ ପ୍ରୟାସ ! ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ…

ଆଲୁଅ ତା’ର କି ମନୋହର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୟସ ବଢ଼ିବାର ଅର୍ଥ କେବଳ ସୀମିତ ଜୀବନର ବର୍ଷଗୁଡ଼ିକ ବିଷୟରେ ବିତର୍କ କରିବା ନୁହେଁ । ବରଂ ବୁଝାମଣାକୁ ଆସିବା ଯେ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିବା ଓ ଆମ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ‌। ଆମ ମନର ସମସ୍ତ ଅସୂୟା, ସଂଦେହ, ଈର୍ଷା,…

ମାନବ ସହ ପ୍ରକୃତିର ସମ୍ପର୍କ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରତିଦାନ ଯେତେ କମ୍, ସେତେ ଉତ୍ତମ । ଦାର୍ଶନିକ, ବୈଜ୍ଞାନିକ ତଥା ଗଣିତଜ୍ଞ ରେନେ ଡେକାର୍ଟସ୍ ଏକଥା ଲେଖିଛନ୍ତି । ଯେ ମାଗଣାରେ ଯାହା ଉପଲବ୍ଧ ଅଛି, ତାହା ଆବଶ୍ୟକ କି ନୁହେଁ । ବରଂ ତାହା ରଖିବା ଏକ ସାଧାରଣ ମାନବର ପ୍ରବୃତ୍ତି ଅଟେ । କିନ୍ତୁ ସେହି…

ଉଦାସୀ ବସନ୍ତର ବିଳାପ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବସନ୍ତର ଆଗମନ ଧରାପୃଷ୍ଠକୁ ସୁନ୍ଦର ଭାବରେ ସଜ୍ଜିତ କରୁଛି । ସତେ ଯେପରି ଏକ ଶିଶୁ ମନର ଦ୍ୱାରରେ ଠକ୍ ଠକ୍ କରୁଛି । ଯଦିଓ ଲୋକମାନେ ସେମାନଙ୍କର ବ୍ୟସ୍ତତାର ଶବ୍ଦରେ ବୁଡ଼ିଯାଇଥିବା ବେଳେ ତା'ର ଆଗମନକୁ ଶୁଣିପାରି ନଥାନ୍ତି । ଆମ ସାହିତ୍ୟରେ ବସନ୍ତର…

ନିଜ ଗଢଣରେ ନିଜେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ମଣିଷର ଜୀବନ କେବଳ ନିଃଶ୍ୱାସ ମାଧ୍ୟମରେ ପ୍ରବାହିତ ହେଇଥାଏ । ନିଃଶ୍ୱାସ ଜୀବନକୁ ବଞ୍ଚାଇ ରଖିଥାଏ । ଯଦି ଥରେ ନିଃଶ୍ୱାସ ଅଟକି ଯାଏ, ଜୀବନର ପରିସମାପ୍ତି ସେହି ଠାରେ ଘଟେ । ନିଜକୁ ବଞ୍ଚାଇ ରଖିବାକୁ ଆମେ ଅନେକ ପ୍ରକାରର ପର୍ଯ୍ୟାୟ ଓ ମୋଡ଼ ଦେଇ ଗତି…

ସ୍ବପ୍ନିଳ ସକାଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସେଦିନ ଥିଲା ଏକ ମନୋରମ ପରିବେଶ । ରାସ୍ତା ଘାଟରେ ସେଭଳି କୈାଣସି ବିଶୃଙ୍ଖଳା ନଥିଲା । ଷ୍ଟେସନ ନିକଟବର୍ତ୍ତୀ ଜାଣି କିଛି ଦୂରରୁ ଟ୍ରେନର ଗତି ମନ୍ଥର ହେବା ଭଳି ପିଚ୍ଛିଳ ଗତିରେ ଗତି କରୁଥିବା ମୋ କାର୍ ମନ୍ଥର ହେଲା । ସତେଯେମିତି ମୁଁ ଅନୁଭବ କଲି ଯେ…

ଉତ୍କଳର ଧର୍ମପଦ ଉତ୍କଳମଣି 

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ         ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

ମହାଶକ୍ତି ଦେବୀ ଦୁର୍ଗା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ମହାଶକ୍ତି ଦେବୀ ମା' ଦୁର୍ଗାଙ୍କ ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ମହାନନ୍ଦରେ ପାଳନ କରୁଥିବା ଏକ ବଡ଼ ଉତ୍ସବ । ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ହେଉଥିବାରୁ ଏହା ବିଜୟ ଦଶମୀ ବା ଦଶହରା ନାମରେ ନାମିତ । 'ଦେବୀ ଭାଗବତ' ଓ…

ଲକ୍ଷ୍ମଣ ସାହୁଙ୍କୁ ‘ସାରସ୍ଵତ ପ୍ରତିଭା ସମ୍ମାନ’ ପ୍ରଦାନ

ବାରିପଦା : ବଡ଼ସାହି ବାଣୀ ପୀଠର ୪୨ତମ ବାର୍ଷିକଉତ୍ସବ ପାଳନ ଅବସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସର୍ବୋଚ୍ଚ 'ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ସୃଷ୍ଟି ଦ୍ରଷ୍ଟା' ପୁସ୍ତକର ପ୍ରାବନ୍ଧିକ ଲକ୍ଷ୍ମଣ ସାହୁଙ୍କୁ ୨୦୨୨ ପାଇଁ 'ସାରସ୍ଵତ ପ୍ରତିଭା ସମ୍ମାନ'ରେ…

ପ୍ରଗତିଶୀଳ ନାମରେ ବୌଦ୍ଧିକ ଅପରାଧ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଏକ ୱେବ୍ ସିରିଜ୍ ର ଟପ୍ ପ୍ଲାଟଫର୍ମ ଉପରେ ବିବାଦ ଲାଗି ରହିଛି । ବିବାଦକୁ କେନ୍ଦ୍ର କରି ପୁନର୍ବାର ତାହା ଉପରେ ହେଉଛି ନେଟଫ୍ଲିକ୍ସ ଏବଂ ଏଥିରେ ପ୍ରଦର୍ଶିତ ସିରିଜ୍ ହେଉଛି 'ଏ ସୁଟେବଲ୍ ବୟ ' । ୧୯୯୩ ରେ ବିକ୍ରମ ସେଥଙ୍କ ପ୍ରକାଶିତ ଉପନ୍ୟାସ…

ଜୀବନ ନାଟକରେ ଖୁସିର ସନ୍ଧାନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ପ୍ରତ୍ୟେକ ମଣିଷ ଟିକେ ଖୁସି ଚାହେଁ । ଯଦି ତା'ର ଭାବନା ସାମାଜିକ ରୀତିନୀତିକୁ ଗ୍ରହଣ କରନ୍ତା ତେବେ ସହଜରେ ଖୁସି ହୋଇପାରନ୍ତା । ମାନବ ଜୀବନରେ ଥିବା କ୍ରୋଧ, ଲୋଭ, ଗର୍ବ, ଅହଂକାର ଏବଂ ଘୃଣାକୁ ହଟାଇ ସରଳ ସହଜ ଆଡ଼କୁ ଗତିକଲେ, ଜୀବନ ନିଶ୍ଚିତ ଭାବରେ…

ଅଦୃଶ୍ୟ ପଦାର୍ଥର ରହସ୍ୟ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ବୈଜ୍ଞାନିକମାନଙ୍କ ପାଇଁ, ଆଜି ବି, ବ୍ରହ୍ମାଣ୍ଡ ଅପେକ୍ଷା ଅସଂଖ୍ୟ ତାରା ଥିବାର ସେଭଳି ଆଉ କିଛି ରହସ୍ୟମୟ ଥିବାର ନାହିଁ । ଯେପରି, ରାତି କାହିଁକି ଅନ୍ଧକାର, କିମ୍ବା ଏହି ବ୍ରହ୍ମାଣ୍ଡର ସମାପ୍ତି କେଉଁଠି ଅଛି କି ନାହିଁ , ଏଭଳି ଅସଂଖ୍ୟ ପ୍ରଶ୍ନ…

ପଲ୍ଲୀ କବିଙ୍କ ପଲ୍ଲୀରେ ବର୍ଷା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଆଧୁନିକ ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର ବଳ ଏକ ଅମଳିନ ପ୍ରତିଭା । ସୃଷ୍ଟି ପ୍ରକ୍ରିୟାର ସ୍ୱତନ୍ତ୍ର ମୌଳିକ ଦୃଷ୍ଟିକୋଣରୁ ସେ ସାରସ୍ଵତ ଜଗତରେ ଅନ୍ୟାନ୍ୟ । ସମୟର ପ୍ରାଣ ସ୍ପନ୍ଦନରେ ତାଙ୍କ ସାହିତ୍ୟ ବେଶ୍ ଉର୍ଜସ୍ୱଳ ଓ ପ୍ରାଣବନ୍ତ । ଜାତୀୟ ଭାବଧାରାର…

ଧାର୍ମିକ ମନୋଭାବ ଓ ନିରପେକ୍ଷ ନ୍ୟାୟ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଏବେ କେତେକ ହିନ୍ଦୁତ୍ୱ ସଂଗଠନ ମୋଗଲ ଅର୍ଥାତ୍ ମୁସଲିମ ଅତ୍ୟାଚାରର ପ୍ରମାଣ ଦେଖିବାକୁ ମିଳେ । ରାମ/କୃଷ୍ଣ ଜନ୍ମଭୂମି ଓ ଜିଆନବାପିରେ ଅବସ୍ଥିତ ଇଦ୍ଗା କିମ୍ବା ମସଜିଦ ହଟାଇବା ଓ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ବର୍ତ୍ତମାନ କୋର୍ଟରେ…

ସଙ୍ଗୀତମୟ ଜୀବନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଯେତେବେଳେ ମଣିଷ ବଣ ଜଙ୍ଗଲରେ ରହୁଥିଲା, ସେତେବେଳେ ଧାତୁ ବାସନକୁ ପିଟିବା କିମ୍ବା ଗଛର ଡାଳରେ ଡାଳ ପିଟି ହେବା ଦ୍ୱାରା ଶବ୍ଦ ଶୁଭେ । ଏପରିକି ବର୍ଷାର ଘଡଘଡି ଶବ୍ଦ ଦ୍ଵାରା କାନ ପ୍ରକମ୍ପିତ ହୋଇଥିବ । ବୋଧହୁଏ ଏହି କ୍ରମରେ ସଂଗୀତର ଗୀତଗୁଡ଼ିକ…

ସ୍ମୁତିରେ କମଳ ଦେଶ ରାଜକୁମାର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଆ ସଂସ୍କୃତି ପରମ୍ପରାର ଓଡ଼ିଆର କୋଟି ଜନତାଙ୍କ ହୃଦୟର ସମ୍ରାଟ କମଳ ଦେଶର ରାଜକୁମାର , ଜଗନ୍ନାଥ ପ୍ରେମୀ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ତେୟାଅଶୀ ବର୍ଷରେ ପରଲୋକ ଘଟିଛି । ଯାହାଙ୍କ ଅବର୍ତ୍ତମାନରେ ସାରା ସଂଗୀତ ଓ ଚଳଚ୍ଚିତ୍ର ଜଗତ…

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ…

ମନୋଜ ମନୋଜ୍ଞ ପୃଥିବୀର ବିଷ୍ଣୁ ଶର୍ମା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରଜ୍ଞା ପୁରୁଷ, ବାଗ୍ମୀ ପୁରୁଷ, ଯୁଗ ଶତାବ୍ଦୀ ପୁରୁଷ, ବିଶ୍ୱ ପୁରୁଷ ମନୋଜ ଦାସ, ଓଡ଼ିଆ ସାହିତ୍ୟ ଜଗତରେ ନୁହଁନ୍ତି କି ଭାରତୀୟ ସାହିତ୍ୟ ଜଗତରେ ନୁହଁନ୍ତି ସେ ଅନ୍ତର୍ଜାତୀୟ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ମନୋଜ୍ଞ ପୁରୁଷ । କହିବାର ଅର୍ଥ ବିଶ୍ୱର…

No comments:

Post a Comment

ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା

 Collated X posts in original by Tusar Nath Mohapatra ଓଡ଼ିଆ ଓଳିଆ: ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁଭାଷୀ odiaolia.blogspot.com/2025/01/blog-p … ...