କବିତାର ଭାବ ଓ ଗଳ୍ପର ଆବେଗ ହିଁ ଗୋଟିଏ ସାର୍ଥକ ପ୍ରବନ୍ଧ ସୃଷ୍ଟି କରିଥାଏ : ବେଣୁଧର ପାଢ଼ୀ
ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ବେଣୁଧର ପାଢ଼ୀ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…
ସାହିତ୍ୟରେ କୃତିକୁ ପୁରସ୍କାର ମିଳୁ ବ୍ୟକ୍ତିକୁ ନୁହେଁ : ଅଚ୍ୟୁତାନନ୍ଦ ପତି
" କିଛି ବି ଲେଖିବି ଯେ କ'ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । " …
ପ୍ରଶଂସାମୂଳକ ମତାମତ ଅପେକ୍ଷା ନକରାତ୍ମକ ମତାମତର ଓଜନ ଅଧିକ : ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ସମକାଳୀନ ଓଡ଼ିଆ ସାହିତ୍ୟର ଯୁବ ଲେଖକ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ…
ବହି ସହ ବନ୍ଧୁତା ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ପ୍ରଥମ ମୂର୍ଚ୍ଛନା : ସୁଷମା ମିଶ୍ର
ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଷମା ମିଶ୍ର । ତାଙ୍କ ସର୍ଜନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ତଥା ସାମାଜିକ ଜୀବନର…
ସାହିତ୍ୟ ପରିକ୍ରମା ୨୦୨୧
ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ଏହି ପରିପ୍ରେକ୍ଷୀରେ ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୧ର ଶେଷ ଦିନ। ଗୋଟିଏ ବର୍ଷ…
ବିଦାୟୀ ବର୍ଷର କିଛି କଥା କିଛି ବ୍ୟଥା
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଗତ ବର୍ଷଗୁଡିକର କ୍ୟାଲେଣ୍ଡର ବଦଳି ଯାଇଥିଲେ ବି ଯେମିତି ସମାଜ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ସେମିତି ସମସ୍ୟାର ବଳୟ ଭିତରେ ମଣିଷ ଅଣନିଃଶ୍ବାସୀ ହୋଇ ପଡ଼ୁଛି । ଜଣାପଡୁଛି ଯେ ହିଂସା କେବଳ ଭୟ, ଅସତ୍ୟ ଏବଂ ଆକ୍ରୋଶର ପ୍ରାଧାନ୍ୟ ଦେଇନାହିଁ, ବରଂ…
ପୁସ୍ତକ ପରିଚୟ : ଅବୋଲକରା
ଅବୋଲକରା ଗାଳ୍ପିକ : ରାଜ କିଶୋର ଦାସ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର -୨ ପୃଷ୍ଠା : ୧୩୬ ମୂଲ୍ୟ : ୧୦୦ ଗପଟେ ଲେଖିଲା ବେଳେ ଗାଳ୍ପିକ ଏକ ଚରିତ୍ରକୁ ଆଧାର କରି ଘଟଣା ପ୍ରବାହ ସହ କାହାଣୀକୁ ଗତିଶୀଳ କରନ୍ତି । କିନ୍ତୁ ପୁରା ଗଳ୍ପ ସଙ୍କଳନ ଯେତେବେଳେ କେବଳ ଗୋଟିଏ ଚରିତ୍ର ସହ…
ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ : ମହାଶ୍ୱେତା ସାହୁ
ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ମହାଶ୍ୱେତା ସାହୁ । ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ସମାଲୋଚନା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ…
ପୁସ୍ତକ ପରିଚୟ : କଲମ ନିଆଁ
କଲମ ନିଆଁ କବୀ : ଭବାନୀ ଭୂୟାଁ ପ୍ରକାଶକ : ପଶ୍ଚିମା ପବ୍ଲିକେଶନ ନୟାପଲ୍ଲୀ ଭୁବନେଶ୍ୱର ପୃଷ୍ଠା : ୧୨୦ ମୂଲ୍ୟ : ୧୨୦ ଓଡ଼ିଆ କବିତାରେ ଏକ ଭିନ୍ନ କାବ୍ୟସ୍ବରର ସ୍ରଷ୍ଟା ଭବାନୀ ଭୂୟାଁ । ଭାବ ତଥା ଆବେଗ ଅପେକ୍ଷା ସେ ମଣିଷ ଜୀବନର ସଂଘର୍ଷମୟ ଅବସ୍ଥାର କଥା ଅଧିକ କହିଥାନ୍ତି।…
ସାହିତ୍ୟ ଏକ ନିରବ ସାଧନା : ସୁଷମା ଦାଶ
ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଷମା ଦାଶ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର…
ଭଡ଼ାଘର
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳିଷଠା ଷାଠିଏ ଯଦି, ତାହେଲେ ତିନି ଭାଗ ଜୀବନ ଜୀଇଁ ସାରିଲାଣି ମଣିଷ । ସେଥିରୁ ପ୍ରାୟ ୨୫ ବର୍ଷ ବିତିଗଲାଣି ଭଡ଼ାଘରେ। ଛାତ୍ର ଥିଲା ବେଳେ କେବେ ହଷ୍ଟେଲରେ ତ ଆଉ କେବେ କାହା ଘର ଭଡ଼ା ନେଇ ନିଜର ଉଠାଚୁଲି ଆଉ ପକା ଖଲି ଜୀବନ…
ଧାରାବାହିକ ଉପନ୍ୟାସ : ଦେବୀ (୧୬)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୬ ଶ୍ରାବଣ ମାସର ଶେଷଦିନ ଗୁଡ଼ିକ ପାଟ ସଂଲଗ୍ନ ଖାଲୁଆ ଜମିରେ ପାଣିର ସ୍ତର କମିଯାଏ। ମଧୁର ଜଳ ଲୋଭରେ ନଈ ଛାଡ଼ି ଆସିଥିବା ମାଛ ସବୁ ସପରିବାର ବନ୍ଦୀ ହୋଇ ଶିକାରୀ ପକ୍ଷୀମାନଙ୍କଠାରୁ ନିଜକୁ ବଞ୍ଚେଇବା ପାଇଁ ହରକଞ୍ଚ ବୁଦା ତଳେ…
ପୁସ୍ତକ ପରିଚୟ : ମୁଁ ଓ ମୁଁ
ମୁଁ ଓ ମୁଁ ମୂଳ ରଚନା : ମୃଦୁଳା ଗର୍ଗ ଅନୁବାଦ : ନୀହାରିକା ମଲ୍ଲିକ ପ୍ରକାଶକ : ଆଦିତ୍ୟ ଭାରତ ଇ ୩୯୫, ସେକ୍ଟର ୬ ସିଡିଏ କଟକ ୭୫୩୦୧୪ ପୃଷ୍ଠା : ୩୩୬ ମୂଲ୍ୟ : ୩୦୦ ଆମ ଚାରିପାଖରେ କେତେ ଘଟଣା ଘଟୁଥାଏ । କେତେ ମନେ ରଖିହୁଏ ? କିନ୍ତୁ ଲେଖକଟିଏ ସେଇ ଘଟଣାମାନଙ୍କ ଭିତରୁ…
ଲେଖକର ଦୃଷ୍ଟିକୋଣ ସବୁବେଳେ ବ୍ୟାପକ ହେବା ଆବଶ୍ୟକ : ତପନ କୁମାର ପଣ୍ଡା
ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ଧରି ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଅବିଶ୍ରାନ୍ତ ଭାବରେ ନିଜର ପାରଦର୍ଶିତା ସହ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ଚାଲିଛନ୍ତି ତପନ କୁମାର ପଣ୍ଡା। ଓଡ଼ିଶା ବାହାରେ ରହି ଜଣେ ନୀରବ ସାଧକ ଭାବରେ ସେ ସୃଷ୍ଟି କରିଚାଲିଛନ୍ତି ଅନେକ କାଳଜୟୀ କବିତା, ଗଳ୍ପ ତଥା…
ପୁସ୍ତକ ପରିଚୟ : ଲଣ୍ଠନ
ଲଣ୍ଠନ ଗାଳ୍ପିକ : ଦିଲ୍ଲୀପ ବେହେରା ପ୍ରକାଶକ : ପଶ୍ଚିମା ପବ୍ଲିକେଶନସ ନୟାପଲ୍ଲୀ , ଭୁବନେଶ୍ୱର ପୃଷ୍ଠା : ୧୩୫ ମୂଲ୍ୟ : ୧୩୦ ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି…
ଜୀବନ ଦର୍ଶନକୁ ବାଦ୍ ଦେଇ ସର୍ଜନା ସମ୍ଭବ ନୁହେଁ : ସତ୍ୟବତୀ ସ୍ୱାଇଁ
ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ଶିଳ୍ପୀ ସତ୍ୟବତୀ ସ୍ୱାଇଁ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ…
କବିତା : ତୁମ ଚିତ୍ର ନେଇଛି
ଚନ୍ଦ୍ରା ମିଶ୍ର ମୋ ଅତୀତକୁ ଚୋରାଇ ଏବେ ତୁମ ଚିତ୍ର ନେଇଛି ମୋ ସକାଳ ନିଦକୁ ଚୋରାଇ ସ୍ମୃତିର ପାହାଡ଼ ପରେ ଦେଇଛି ମତେ ବସାଇ ପିଲାଦିନ ଗଛଚଢ଼ା ସାଙ୍ଗ ମାନଙ୍କର ଥଟା ଆମ ବାଡ଼ି ଫୁଲମାନ ନରେନ୍ଦ୍ର ପୋଖରୀ କୂଳ ବାପାଙ୍କ ପାଟିର ସ୍ୱର ଛାତିରେ ହୋଇବା ଡର ଭାବୁଥିଲି…
ଈଶ୍ୱର ହିଁ ସୃଷ୍ଟି ଓ ସର୍ଜନାର ସଂଜ୍ଞା : ନମିତା ପାଇକରାୟ
ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ନମିତା ପାଇକରାୟ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ…
ଜଣେ ଲେଖକ ଆଜୀବନ କେବଳ ନିଜକୁ ହିଁ ଲେଖି ଚାଲିଥାଏ : ଶିବାଶିଷ ପାଢ଼ୀ
ଶିବାଶିଷ ପାଢ଼ୀ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘…
ସାହିତ୍ୟ ସାଧନା ସବୁବେଳେ ଦୈବୀ ଆଶୀର୍ବାଦ ସଦୃଶ : ଦେବଯାନୀ ଦାସ
ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ଦେବଯାନୀ ଦାସ। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର ବିଭବକୁ…
କବିତାର ସାନିଧ୍ୟ, ଆନନ୍ଦ ଓ ଆତ୍ମତୃପ୍ତି ଦେଇଥାଏ : ଶୈଳବାଳା ମହାପାତ୍ର
ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ଶୈଳବାଳା ମହାପାତ୍ର । କବିତା ଗଳ୍ପ , ଆଲେଖ୍ୟ , ଶିଶୁ ସାହିତ୍ୟ ଓ ଅନୁବାଦ ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ ସେ ସୃଷ୍ଟି କରି ଚାଲିଛନ୍ତି ସାହିତ୍ୟର କଳେବର । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ ରଚନାଗୁଡ଼ିକ ପାଠକ…
ପ୍ରକୃତ ସ୍ରଷ୍ଟା ଉଭୟ ସକାରାତ୍ମକ ଓ ନକରାତ୍ମକ ମତାମତକୁ ସମ୍ମାନ ଦେଇଥାଏ : ଉମାକାନ୍ତ ରାଉତ
ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଉମାକାନ୍ତ ରାଉତ । ଗଳ୍ପ କବିତା ଏବଂ ଶିଶୁ ସାହିତ୍ୟ ସୃଷ୍ଟି କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ସୁବକ୍ତା ଭାବରେ ମଧ୍ୟ ସେ ବେଶ ପରିଚିତ…
ପାଠକୀୟ ଆଦୃତି ହିଁ ଲେଖକର ସର୍ବଶ୍ରେଷ୍ଠ ପୁରସ୍କାର : ସୁଷମା ପରିଜା
ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ , କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସୁଷମା ପରିଜା ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ । ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ଓଡ଼ିଶାର ପରମ୍ପରା, ପର୍ବ ପର୍ବାଣି ତଥା…
ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୧)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୧ ଗୋଇଠା ମାରେ ପିଲା। ଏବେ ଦେହସୁହା ହେଲାଣି ସେଇଟା । ଭଲଲାଗେ ସେ ମିଠା ଦୁଷ୍ଟାମୀ।କାନରେ ଯନ୍ତ୍ର ଲଗେଇ ପରୀକ୍ଷା କରନ୍ତି ଯତ୍ନ ସହକାରେ ମାଆ ନିଜେ । ଜବରଦସ୍ତି କ୍ଷୀର,ଅଣ୍ଡା, ଫଳ ଖୁଆନ୍ତି। ପୁଣି ଭିଟାମିନ୍ କହି…
ଆମ ଅସ୍ମିତା ଓ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ : ବଳରାମ ପୂଜାରୀ
ମାଟି ଓ ମାଟିମନସ୍କତାକୁ ନେଇ ସବୁବେଳେ କବିତା ଲେଖୁଥିବା କବି ବଳରାମ ପୂଜାରୀ , ଓଡ଼ିଆ ସାହିତ୍ୟ ଜଗତର ଏକ ସଶ୍ରଦ୍ଧ ନାମ । ତାଙ୍କ କବିତା ପାହାଡ଼ର କଥା କହେ , ନଦୀର କଥା କହେ , ଡଙ୍ଗରର ଚିତ୍ର ସଜାଏ ପୁଣି ଆଦିବାସୀମାନଙ୍କ ଜୀବନର ଗୀତ ଗାଏ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ…
ଅନୁବାଦ କବିତା : ଛକ ବେକେରୀରେ ମଧ୍ୟରାତ୍ରି
ମୂଳ ମରାଠୀ: ଦିଲିପ ଚିତ୍ରେ ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ମନେ ପକାଏ ପିଲାଦିନର ରେହମାନକୁ ଆଉ ତା’ର ଢଳଢ଼ଳ ଆଖି ମୋ ସହ କ୍ୟାରମ ଖେଳ । ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ଏକୁଟିଆ ବସି…
ଅନୁଭବ ଓ ଅଭିଜ୍ଞତାର ସମ୍ଭ୍ରାନ୍ତ କଳାତ୍ମକ ଉଚ୍ଚାରଣ ହିଁ କବିତା : ସୁରେଶ କୁମାର ନାୟକ
ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଦ୍ୱ ସମୟରେ ସେ ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ…
ଅନୁବାଦ କବିତା : କଲିକତାର ଯୀଶୁ
ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…
ଅପ୍ରାପ୍ତିବୋଧ ହିଁ ଜଣେ ସ୍ରଷ୍ଟାର ଜୀବନରେ ଇନ୍ଧନ ପରି କାମକରେ : ଲିପସା ପଟେଲ
ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଲିପସା ପଟେଲ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ…
ଲେଖକ ପାଇଁ ପାଠକ ହିଁ ଶ୍ରେଷ୍ଠ ବିଚାରକ : କିଶୋର ଆକାଶ
ଜଣେ କବି , ଗାଳ୍ପିକ, ନାଟ୍ୟକାର ଓ ଗୀତିକାର ଭାବରେ କିଶୋର ଆକାଶ ଖୁବ୍ ପରିଚିତ। ନିଜର ସ୍ଵକୀୟ ଭାଷା ଶୈଳୀ, ଉନ୍ନତ ପାତ୍ରୋଚିତ ସଂଳାପ ଓ ଚଳଚଞ୍ଚଳ ପ୍ରବାହମାନ ଦୃଶ୍ୟ ସଂଯୋଜନା ଦ୍ୱାରା ସେ ବିମୋହିତ କରି ପାରନ୍ତି ପାଠକ ଓ ଦର୍ଶକମାନଙ୍କୁ। ଅନୁବାଦ ସାହିତ୍ୟରେ ମଧ୍ୟ ସେ ଖୁବ୍ ସିଦ୍ଧହସ୍ତ ।…
ସମୀକ୍ଷକ ନହେଲେ ଜଣେ ସଫଳ ସ୍ରଷ୍ଟା ହେବା ସମ୍ଭବ ନୁହେଁ : ନବଜ୍ୟୋତି ରାୟ
ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ନବଜ୍ୟୋତି ରାୟ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା…
ସାହିତ୍ୟ ସାମାଜିକ ସତ୍ୟର ନିଖୁଣ ପ୍ରତିରୂପ : ଲିପିକା ଦାସ
ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଲିପିକା ଦାସ । ଜୀବନର ଅଭିଜ୍ଞତା ଓ ଅନୁଭବକୁ ସାଉଁଟି, ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିବାରେ ସେ ଖୁବ ପାରଙ୍ଗମ। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା। ଲୁହର ରଙ୍ଗ…
ଲେଖକଟିଏ ପ୍ରଥମେ ଭଲ ପାଠକ ହେବା ଆବଶ୍ୟକ : ଅଙ୍ଗୁରବାଳା ପରିଡ଼ା
ଆଧୁନିକ ଓଡ଼ିଆ କବିତାରେ କବୀ ଅଙ୍ଗୁରବାଳା ପରିଡ଼ା ଜଣେ ପ୍ପ୍ରମୁଖ ସ୍ୱର , ଚର୍ଚ୍ଚିତ ଉଚ୍ଚାରଣ ଓ ଆଲୋଚିତ ପ୍ରତିଭା । ତାଙ୍କ କବିତାରେ ମାଟି ମନସ୍କତା , ସାମାଜିକ ବାସ୍ତବତା , ଜୀବନବାଦ ଓ ପ୍ରଗତିଶୀଳ ଚେତନାର ଉଦଭାସ ଏବଂ ସର୍ବୋପରି ପ୍ରେମର ପରିଭାଷାର ଗଭୀର ଭାବ ଓ ତନ୍ମୟ ଅନୁଭବର…
କବିତା ଲେଖିବା ସହଜ କିନ୍ତୁ କବି ହେବା ଆଦୌ ସହଜ ନୁହେଁ : କାମଦେବ ମହାରଣା
ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ କାମଦେବ ମହାରଣା। ତାଙ୍କର ପ୍ରତ୍ୟେକଟି ରଚନାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ସମାଧାନର ସୂତ୍ର । ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀ ତଥା ପ୍ରକୃତି ସୌନ୍ଦର୍ଯ୍ୟର…
କବିତା : ଶୁଭଙ୍କରୀ
ରୀତା ପଟ୍ଟନାୟକ ଜୀବନର କଣ୍ଟକିତ ଚଲାପଥେ ଶକ୍ତିର ଆଧାର,ଅମୃତର ପ୍ରଥମ ଓ ଶେଷ ସୋପାନ ଗିରି ଗହ୍ବରକୁ ବିଦୀର୍ଣ୍ଣ କରି ଝରି ଆସୁଥିବା ଝରଣାର ଝରଝର ସଙ୍ଗୀତର ସ୍ବନ । ଝୁଣ୍ଟି ପଡ଼ିଲେ ଆପେ ଆପେ ପାଟିରେ ଆସେ ତା' ନାଁ ଏମିତିକା ମହୁବୋଳା ଶବ୍ଦଟିଏ ସିଏ "ମାଆ " । ଆଶୀର୍ବାଦର…
ସାମାଜିକ ଆଦର୍ଶକୁ ଛାଡ଼ି ସାହିତ୍ୟ କେବେବି ତିଷ୍ଠି ପାରିବ ନାହିଁ : ସୌଭାଗ୍ୟବନ୍ତ ମହାରଣା
କବିତାକୁ ଜୀବନର ସମଗ୍ର ସତ୍ତା ବୋଲି ମନେ କରୁଥିବା ଏକ ଅନନ୍ୟ ବ୍ୟକ୍ତିତ୍ୱ ସୌଭାଗ୍ୟବନ୍ତ ମହାରଣା। ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଜୀବନର ପ୍ରତିଟି ମୁହୂର୍ତ୍ତରେ ସେ ଅନୁଭବ କରିଛନ୍ତି କବିତାର ଭାବ, ଲୟ ଓ ଶବ୍ଦ ମାଧୁର୍ଯ୍ୟ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ନିଷ୍ଠାପର…
କବିତା : ଶ୍ରଦ୍ଧାଞ୍ଜଳି
କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ "ଶ୍ରଦ୍ଧାଞ୍ଜଳି " କୁଆଡ଼େ ଯାଇଛ ଫେରିଆସ ଥରେ ଆହେ ଗଙ୍ଗାଧର ତୁମେ , ତୁମକୁ ହରାଇ ଶୋକାକୁଳ ଆଜି ଲୋକେ ଉତ୍କଳ ଭୂମେ । ହେ କଳିଙ୍ଗ ପୁତ୍ର ତୁମ ଶୂନ୍ୟସ୍ଥାନ ପ୍ରତି ଓଡ଼ିଆର ମନେ, ମାତୃଭୂମି ଝୁରେ ତୁମ ଉପସ୍ଥିତି ଲୋତକ ଭରି ନୟନେ ।…
ଜୀବନ ଶରୀର ହେଲେ ସାହିତ୍ୟ ତା’ର ଆତ୍ମା : ଅନୀତା ପାଣି
ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର ଅନୀତା ପାଣି । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଳେଖନୀର ସ୍ପର୍ଶରେ ,ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…
ପ୍ରାପ୍ତିରେ ଅପ୍ରାପ୍ତିବୋଧର ଯନ୍ତ୍ରଣା ଜୀବନ ସାରା ଭୋଗୁଥିବା ମଣିଷଟି ଜଣେ ଲେଖକ : ପଞ୍ଚାନନ ମିଶ୍ର
ସାହିତ୍ୟ ସହିତ ଜୀବନ ଏବଂ ଜୀବନ ସହିତ ସାହିତ୍ୟ ଏକାକାର ବୋଲି ମାନି ନେଇଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ପଞ୍ଚାନନ ମିଶ୍ର । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା , ପ୍ରବନ୍ଧ , ସମାଲୋଚନା ଏବଂ ଅନୁବାଦ ସାହିତ୍ୟ । ତାଙ୍କ ସର୍ଜନାର କ୍ଷେତ୍ର…
ଅନୁଭୁତିରେ ଚିତାଲାଗି ଅମାବାସ୍ଯା
ଲୋପାମୁଦ୍ରା ପରିଡା ଚିତାଲାଗି ଅମେଇସିଆ ଆଜି । ସକାଳୁ ମାଟିର ସରା ପଲମକୁ ବୋଉ ଧୋଇଧାଇ ଶୁଖେଇ ରଖୁଥିଲା । ଗୋଟେ ସଫା କିନ୍ତୁ ପୁରୁଣା ଧୋତି ଯୋଉଟା ବାପା ଆଉ ପିନ୍ଧୁ ନ ଥିବେ , ଆଉ ଏବେ ସେଇଟା ଦିଅଁଙ୍କର ବଳିତା ବଳା ହେଉଥିବ ରାଶି ଆଉ ଜଡା ତେଲକୁ ହାତରେ ମାରି ପାପୁଲିରେ ବଳି ବଳି ସେଇ…
ମୋ କବିତା, ଏକୁଟିଆ ଲୋକର ମନର କଥା : ଭାରତ ମାଝୀ
ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ଭାରତ ମାଝୀ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ହାଇୱେରେ କୁହୁଡ଼ି, ମାର୍ଫତ ଫୁଟପାଥ, ଭାରତ ମାଝୀ ଡଟ କମ, ମହାନଗର ପଦ୍ୟ, ମାଝୀ ଗୀତ,…
କବିତା ହୃଦୟରୁ ହୃଦୟକୁ ସଞ୍ଚରିତ ହୁଏ : ଗଜାନନ ମିଶ୍ର
ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ଶିଳ୍ପୀ ଗଜାନନ ମିଶ୍ର । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ତାଙ୍କ ସଙ୍କଳନ ମଧ୍ୟରେ ସର୍ବନାମ, ନଥିବା ଚିତ୍ର, ଷ୍ଟେସନ କବିତାଘର , ଗୋଟାପଣେ…
ଆଦର୍ଶବାଦ ବିନା ସାହିତ୍ୟ ଅସ୍ତିତ୍ବହୀନ : ଦୀପକ ରଞ୍ଜନ ମିଶ୍ର
ସାହିତ୍ୟ ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଦୀପକ ରଞ୍ଜନ ମିଶ୍ର। ମୁକ୍ତ କଥନଶୈଳୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସମ୍ବେଦନଶୀଳତା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ ଲେଖକପଣକୁ ଭିନ୍ନ ଭାବରେ ଉପସ୍ଥାପିତ କରେ ।…
କବିତାର ଭାବ ହିଁ ମତେ ବଞ୍ଚିବାର ପ୍ରେରଣା ଦିଏ : ମାନସ ରଞ୍ଜନ ମହାପାତ୍ର
ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନସ ରଞ୍ଜନ ମହାପାତ୍ର । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ଅନୁବାଦ ଏବଂ ପତ୍ରିକା ସମ୍ପାଦନା; ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କ ରଚିତ ପ୍ରତିଟି ରଚନାରେ ଝରେ ବିଦ୍ରୋହର ସ୍ୱର, ପୁଣି ସମାନତାର ରାଗ । ନିଜ ଜନ୍ମମାଟିର ପ୍ରତିଟି…
ପ୍ରବନ୍ଧ ଜ୍ଞାନର ମାର୍ଗକୁ ପ୍ରସାରିତ କରେ : ଚନ୍ଦ୍ରଶେଖର ହୋତା
ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଚନ୍ଦ୍ରଶେଖର ହୋତା । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ସୃଷ୍ଟିର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ପ୍ରବନ୍ଧ ଗୁଡ଼ିକ ପାଠକର ମନକୁ ଆନ୍ଦୋଳିତ କରିପାରିବାର…
No comments:
Post a Comment