ସାହିତ୍ୟରେ ପୁରସ୍କାର ପ୍ରକୃତ ପ୍ରାପ୍ତି ନୁହେଁ : ସଞ୍ଜୟ କୁମାର ମିଶ୍ର
ସଞ୍ଜୟ କୁମାର ମିଶ୍ର , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ ,…
ସମସ୍ୟାକୁ ଅସ୍ତ୍ର କରି ପାରିଲେ ହିଁ ସର୍ଜନାର ରାସ୍ତା ପ୍ରଶସ୍ତ ହେଇ ପାରିବ : ମୌସୁମୀ ଦାସ
ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମୌସୁମୀ ଦାସ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ…
ଆଭାସୀ ତ୍ରିଦିବସୀୟ ରଜ ଆସରରେ କାଳିଦାସ ଓ ଭଞ୍ଜ ସାହିତ୍ୟ ଚର୍ଚ୍ଚା
ଭୁବନେଶ୍ୱର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଆନୁକୂଲ୍ୟରେ ରଜ ଅବସରରେ ଅନଲାଇନ ମାଧ୍ୟମରେ ତିନିଦିନ ଧରି ଆଭାସୀ ରଜ ଆସରରେ ରଜ , କାଳିଦାସ ଓ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଚର୍ଚ୍ଚା ଆୟୋଜିତ ହୋଇଯାଇଛି। ପହିଲି ରଜ ଅବସରରେ ପରିଷଦର ଉପାଧ୍ୟକ୍ଷ ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ…
କବିତା ହେଉଛି ଓଡ଼ିଆ ସାହିତ୍ୟର ପ୍ରମୁଖ ପରିଚୟ : ରକ୍ଷକ ନାୟକ
ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ରକ୍ଷକ ନାୟକ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ…
ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ : ଦିଲ୍ଲୀପ ବେହେରା
ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦିଲ୍ଲୀପ ବେହେରା । ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। କେବେଳ ଗଳ୍ପ ନୁହେଁ କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ ।…
ପ୍ରତ୍ୟେକ ଅନୁବାଦକଙ୍କ ଭିତରେ ଏକ ସୃଜନଶୀଳ ଲେଖକ ଥାଏ : କନକ ମଞ୍ଜରୀ ସାହୁ
ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି। କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ। କିନ୍ତୁ ଅନୁବାଦ ଏତେ ସହଜ ନୁହେଁ। ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…
ସାହିତ୍ୟ , ଝରଣାର ପାଣି ପରି ସ୍ବଚ୍ଛ ଓ ତରଳ ହେବା ଦରକାର : ଅନୀଲ କୁମାର ପାଢ଼ୀ
ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ଅନୀଲ କୁମାର ପାଢ଼ୀ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…
ଭରଚୁଆଲ ମୋଡ଼ରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ର ଉଦଘାଟିତ
ଭୁବନେଶ୍ୱର : "ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ (ମୋଓଆ), ନବିମୁମ୍ବାଇ" ତଥା ବିଶ୍ବବ୍ୟାପୀ "ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଓୱର୍ଲ୍ଡ ୱାଇଡ୍" ପକ୍ଷରୁ ଭରଚୁଆଲ ମାଧ୍ୟମରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ରର ଉଦଘାଟିତ ହୋଇଯାଇଛି ଏହା ଆଗାମୀ ଦଶଦିନ ଧରି ଧାରାବାହିକ ଭାବରେ ଚାଲିବ ବୋଲି ମୋଓଆ…
କବି ପାଇଁ ପ୍ରେମ ଏକ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ : ଫନୀ ମହାନ୍ତି
ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଡ. ଫନୀ ମହାନ୍ତି । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ମାନଚିତ୍ର , ମାୟା ଦର୍ପଣ, ଅହଲ୍ୟା, ବିଷାଦଯୋଗ , ପ୍ରିୟତମା, ମୃଗୟା, ସୁନୟନା, ବଂଶୀ ବାଦକ , ଚିତ୍ରନାରୀ, ଚିତ୍ର ପ୍ରତିମା, ଦ୍ଵିତୀୟ ଈଶ୍ୱର,…
ସ୍ୱପ୍ନକୁ ଏମିତି ସଫଳତାର ରଙ୍ଗ ଦିଅ, ଯାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ହୋଇ ଝଟକୁଥିବ : ଗଦାଧର ମିଶ୍ର
ଗଦାଧର ମିଶ୍ର ଜଣେ ନିଆରା ବ୍ୟକ୍ତିତ୍ୱ । ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ , ନିଷ୍ଠାପର ସାମ୍ବାଦିକ, ଲୋକପ୍ରିୟ ସାମାଜିକ କର୍ମୀ , ସଫଳ ସଂସ୍କୃତି ସଙ୍ଗଠକ ଏବଂ ନିରପେକ୍ଷ ସାହିତ୍ୟ ସମାଲୋଚକ ଭାବରେ ସୁପରିଚିତ । ତାଙ୍କର ସାହିତ୍ୟ ଆଲୋଚନା ପୁସ୍ତକଗୁଡିକ ଶିକ୍ଷାର୍ଥୀଙ୍କ ଗହଣରେ ବେଶ୍ ଆଦୃତ…
କୁଳାଙ୍ଗାର ଉବାଚ : ଅନଲାଇନ୍ ଅଡୁଆ
ଡଃ କୁଳାଙ୍ଗାର ମେସେଜ ଏବଂ ଇ-ମେଲରେ କୋଟି କୋଟି ଟଙ୍କା ଲଟେରୀ ଉଠିଚି ବୋଲି ଯେବେ ମୁଁ ଜାଣୁଛି; କେତେ ସଂଖ୍ୟା ସହ କେତେଟା ଶୂନ ଲାଗିବ ବୋଲି ମୁଁ ଗଣୁଛି! ସତେ ଯଦି ତାହା ଛାଣୁଛି, ଆମେରିକା ଯାଇ କନିଆ ଆଣନ୍ତି ମେଲିଣ୍ଡା ବିଲ୍-କୁ ଛାଡି ଦେବାର ମୁଁ ଶୁଣୁଛି!! ଝିଅଟିଏ…
ସୃଷ୍ଟି ଏକ ଅବର୍ଣ୍ଣନୀୟ ଆତ୍ମିକ ଆବେଗର ଅଭିନବ ଅଙ୍କୁରୋଦଗମ : ମନୋରମା ସାହୁ
ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମନୋରମା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ…
ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ
ଭବାନୀପାଟଣା : ନର୍ଲା ବ୍ଲକ୍ ବୁଢ଼ୀପଦରସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟ 'ମନୋଜାୟନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ା ମାଝୀଙ୍କ…
ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଆଡ଼କୁ ସମସ୍ୟାରୁ ସମ୍ଭାବନା ଆଡ଼କୁ କବିତାର ଯାତ୍ରା : ଚିନ୍ମୟ ବିବେକ
ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଚିନ୍ମୟ ବିବେକ । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ପତ୍ରିକା ସମ୍ପାଦନା ଓ ସମାଜ ସେବା ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କର ରଚିତ ପ୍ରତିଟି ରଚନାରେ ଝରେ ବିଦ୍ରୋହର ସ୍ୱର, ପୁଣି ସମାନତାର ରାଗ । ନିଜ ଜନ୍ମମାଟିର ପ୍ରତିଟି…
ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର ‘ଏଡିୟୁ ଗୋଡାର୍ଡ’
ଭୁବନେଶ୍ୱର : ଆସନ୍ତା ୨୨ ରୁ ୨୯ ଯାଏଁ ହେବାକୁ ଥିବା ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର 'ଏଡିୟୁ ଗୋଡାର୍ଡ' ସ୍ଥାନ ପାଇଛି।ଏହି ଚିତ୍ରଟି ଫରାସୀ ଚିତ୍ର ନିର୍ମାତା ଗୋଡାର୍ଡ ଉର୍ଦ୍ଦେଶରେ ଉତ୍ସର୍ଗୀକୃତ କରାଯାଇଛି। ସ୍ବସ୍ତିକ ବ୍ୟାନରରେ ନିର୍ମିତ ହୋଇଥିବା ଏହି…
ସାହିତ୍ୟରେ ପ୍ରତ୍ୟେକ ଅନୁବାଦ ଏକ ଅନୁସୃଜନ : ପ୍ରଦୀପ କୁମାର ରାୟ
ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…
ସାହିତ୍ୟ ଅମୃତ ତୁଲ୍ୟ : ମଞ୍ଜୁବାଳା ପଣ୍ଡା
ସମକାଳୀନ ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାଁ ମଞ୍ଜୁବାଳା ପଣ୍ଡା । ପେଶାରେ ଜଣେ ଡାକ୍ତର କିନ୍ତୁ ନିଶା ସାହିତ୍ୟ ସୃଷ୍ଟି । ସାମାଜିକ ସମସ୍ୟା ଓ ତାର ସମାଧାନର ବାର୍ତ୍ତା ନେଇ ସେ ରଚନା କରିଛନ୍ତି ଅନେକ ଗପ । ସେହିପରି କବିତାର ରଚନାରେ ମଧ୍ୟ ସେ ଜିଣିପାରିଛନ୍ତି ପାଠକଙ୍କ ହୃଦୟକୁ । ଭାବ ଓ…
ସାହିତ୍ୟ ଯେ କୌଣସି ବାଦରୁ ଉର୍ଦ୍ଧ୍ବରେ : ସ୍ଵାଗତିକା ସ୍ୱାଇଁ
ଓଡ଼ିଆ ସାହିତ୍ୟ ଜଗତର ଏକ ସୁପରିଚିତ ନାମ ସ୍ଵାଗତିକା ସ୍ୱାଇଁ । ତାଙ୍କ ସୃଜନୀର ସ୍ରୋତ; ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଚାଲିଛନ୍ତି । ତାଙ୍କର ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…
ଆମେ ଜିଉଁଥିବା ଜୀବନ ସବୁଠୁ ବଡ ଗଳ୍ପ : ରୋହିତ କୁମାର ଦାଶ
ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ରୋହିତ କୁମାର ଦାଶ । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ରଚିତ ଗଳ୍ପର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ଗଳ୍ପ ଗୁଡ଼ିକ ଆଙ୍ଗିକ ଦୃଷ୍ଟିରୁ କ୍ଷୁଦ୍ର ଥିଲେ…
‘ବଳଦଗାଡ଼ିରୁ ବୋଇଂ ବିମାନ’ ଉନ୍ମୋଚିତ
ଭୁବନେଶ୍ୱର : ପ୍ରଫେସର ବିଭୁତି ଭୂଷଣ ମହାନ୍ତିଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଆତ୍ମଜୀବନୀ 'ବଳଦଗାଡ଼ିରୁ ବୋଇଂ ବିମାନ' ପୁସ୍ତକ ସ୍ଥାନୀୟ ଜୟ ଭାରତ ଭବନ ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଯତୀନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଫେସର ରାଜ କିଶୋର ମିଶ୍ର,…
‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ବିଶିଷ୍ଟ ତରୁଣ ଲେଖକ ଭୁବନ ପାତ୍ରଙ୍କ 'ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ କବି ହରପ୍ରସାଦ ଦାସ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ବିଶୁ…
କବିତା ନିଜେ ହିଁ ନିଜକୁ ବଖାଣେ : ସୁରେଶ ନାୟକ
ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ତିନି ଦଶନ୍ଧି ଧରି ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ…
ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର ‘କଥାନ୍ତର’ର ପ୍ରଥମ ସଂଖ୍ୟା ଉନ୍ମୋଚିତ
ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦର ମୁଖପତ୍ର 'କଥାନ୍ତର'ର ପ୍ରଥମ ସଂଖ୍ୟା ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି ସଂଖ୍ୟାରେ ବିଭିନ୍ନ ଭାରତୀୟ ତଥା ବିଦେଶୀ ଭାଷାର ୨୯ଟି ଗଳ୍ପ ସହିତ ପୁସ୍ତକ ସମୀକ୍ଷା ମଧ୍ୟ ସ୍ଥାନ ପାଇଛି। ଏହି…
ଯାହା ସମାଜର ପ୍ରତିଟି ଛବିକୁ ଆଇନା ପରି ପ୍ରଦର୍ଶିତ କରେ ତାହା ହିଁ ସାହିତ୍ଯ : ଏମ. ହିମାଂଶୁ ଆଚାରୀ
ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଏମ .ହିମାଂଶୁ ଆଚାରୀ ।ଏକାଧାରରେ ଜଣେ କବି , ଗାଳ୍ପିକ ଏବଂ ଚନ୍ଦନଧାରା ପରି ପ୍ରମୁଖ ସାହିତ୍ୟ ପତ୍ରିକାର ସମ୍ପାଦକ । ନିଜ ସୃଷ୍ଟିର ସମ୍ଭାରରେ ସେ ଜୀବନ୍ତ କରି ପାରନ୍ତି ଅନେକ କାଳ୍ପନିକ ଚରିତ୍ର। ତାଙ୍କ ରଚିତ ପ୍ରତ୍ୟେକ କବିତା ଓ…
ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ : ସୁଶାନ୍ତ ଦାଶ
ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ସୁଶାନ୍ତ ଦାଶ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନୂଆ ପ୍ରତିଭାଙ୍କୁ ପଥ…
ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ହୁଏ ସର୍ବକାଳୀନ ପାଠକମାନଙ୍କ ଗ୍ରହଣଶୀଳତାରେ : ରାମକୃଷ୍ଣ
ସମକାଳୀନ ଓଡ଼ିଆ ସାହିତ୍ୟରେ ସୁପରିଚିତ ନାଁ କବି ରାମକୃଷ୍ଣ l ତାଙ୍କ ସୃଷ୍ଟିର ବଳୟ ମାପିବା ଖୁବ କଷ୍ଟକର l ତାଙ୍କ ରଚନାର ପ୍ରତିଟି ଅକ୍ଷରରେ ବାରି ହୋଇ ପଡ଼େ ତାଙ୍କ ସୃଜନଶୀଳତାର ନିଆରାପଣ l ପାଠକଙ୍କୁ ବାନ୍ଧିରଖେ ତାଙ୍କ ଶବ୍ଦ ଚାତୁରୀର ଚମତ୍କାରିତା l ଅନୁଭବ, ଅନୁଭୂତି ଓ କଳ୍ପନାର…
ନିଜ ମା’ଠୁ ପାଇଥିବା ସବୁଠୁ ଦୁର୍ମୂଲ୍ୟ ଉପହାର ହେଉଛି ଭାଷା : କମଳା ଶତପଥୀ
ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର କମଳା ଶତପଥୀ । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…
କବିତାର ନେପଥ୍ୟରେ ଥାଏ ସଙ୍ଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ : ପବିତ୍ର ମୋହନ ଦାଶ
ପବିତ୍ର ମୋହନ ଦାଶ ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଜଣାଶୁଣା ନାମ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ। ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…
ବାସ୍ତବରେ ନିନ୍ଦୁକ ମାନେ ହିଁ ସର୍ଜନା ପ୍ରକ୍ରିୟାକୁ ଅଧିକ ଦୃଢ ଓ ସଚେତନ କରିଥାନ୍ତି : ଅପର୍ଣ୍ଣା ମହାନ୍ତି
ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ନିଜ ଲେଖନୀ ନିଃସୃତ ସୃଷ୍ଟି ସମ୍ଭାର ଉପହାର ଦେଇ ଆସିଛନ୍ତି ଅପର୍ଣ୍ଣା ମହାନ୍ତି ।ପାରିପାର୍ଶ୍ଵିକ ଘଟଣାବଳୀ ତଥା ଜୀବନର ତିକ୍ତ ମଧୁର ଅନୁଭୂତିକୁ ନେଇ ସେ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଚାଲିଛନ୍ତି ।ଭାବ ଓ ଭାଷାର ଚମତ୍କାରିତାକୁ…
ସାହିତ୍ୟ କୌଣସି କାଳରେ କ୍ଷଣିକ ମନୋରଞ୍ଜନର ସାମଗ୍ରୀ ନୁହେଁ : ଭୀମ ପୃଷ୍ଟି
ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ଲେଖକ ଭୀମ ପୃଷ୍ଟି । ତାଙ୍କ ସ୍ୱର ଖୁବ ଶାଣିତ । ବାସ୍ତବତାକୁ ନିଜେ ଅନୁଭବ କରି ସେଥିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି କରନ୍ତି। ତାଙ୍କ ସୃଷ୍ଟିର କ୍ଷେତ୍ର ଖୁବ ପରିବ୍ୟାପ୍ତ । ନିତିଦିନିଆ ଜୀବନର ଘଟଣାବଳି ସବୁ ତାଙ୍କ କଲମ ମୁନରେ ରୂପ…
ଚରିତ୍ର ଓ କାହାଣୀ ସହ ଏକାକାର ନହେଲେ ଭଲ ଗପଟିଏ ଲେଖି ହୁଏ ନାହିଁ : ଗାୟତ୍ରୀ ସରାଫ
ଗାୟତ୍ରୀ ସରାଫ ଜଣେ ଏମିତି ସ୍ରଷ୍ଟା ଯେ ନିଜକୁ କେଉଁଠି ବି ଜାହିର କରନ୍ତି ନାହିଁ । ତାଙ୍କ ଗଳ୍ପ କିନ୍ତୁ ଜାହିର କରେ ତାଙ୍କର ସ୍ୱତନ୍ତ୍ରତା । ଗଳ୍ପରୁ ତାଙ୍କୁ କଳ୍ପନା କଲେ ବାସ୍ତବରେ ସେ ଅକଳନୀୟ ମନେ ହୁଅନ୍ତି। ସମଗ୍ର ପୃଥିବୀ ତାଙ୍କର ଗଳ୍ପଭୂମି ଏବଂ ସମଗ୍ର ମାନବ ଜାତି ତାଙ୍କ ଗଳ୍ପର…
ସୃଜନାତ୍ମକ ମୌଳିକ ଲେଖା କ୍ଷେତ୍ରରେ କୌଣସି ସାଲିସ କରାନଯାଉ :ବିଷ୍ଣୁ ସାହୁ
ଓଡ଼ିଆ ଗଳ୍ପସାହିତ୍ୟରେ ନିଜର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ପାଠକୀୟତାକୁ ଆଧାର କରି ବିଷ୍ଣୁ ସାହୁ ଜଣେ ସାର୍ଥକ କଥାଶିଳ୍ପୀ ଭାବେ ବହୁ ଚର୍ଚ୍ଚିତ। ଏକ ସୁନ୍ଦର ସମ୍ଭ୍ରାନ୍ତ ଶୈଳୀ , ଚମତ୍କାର ଚରିତ୍ର ନିର୍ମାଣ , ଗଳ୍ପରେ ପ୍ରଚୁର ସଂଜ୍ଞା ଓ ଚିତ୍ରଭାଷାରେ ବିନ୍ୟାସ ତାଙ୍କ ପ୍ରତିଷ୍ଠା ଓ…
ବାସ୍ତବରେ ଆତ୍ମତୃପ୍ତି ଥାଏ ମନରେ : ଅମରେଶ ବିଶ୍ବାଳ
ଅମରେଶ ବିଶ୍ବାଳ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ର ମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା…
ପୁରସ୍କାର ନୁହେଁ ,ସାଧନାରେ ହିଁ ବିଶ୍ୱାସ : ଡକ୍ଟର ପ୍ରଦୀପ କୁମାର ପଣ୍ଡା
ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସଶ୍ରଦ୍ଧ ଓ ସିଦ୍ଧ ଉଚ୍ଚାରଣ ଡକ୍ଟର ପ୍ରଦୀପ କୁମାର ପଣ୍ଡା। ଆଙ୍ଗିକ ଓ ଆତ୍ମିକ ପରୀକ୍ଷା ସେ ଜାରି କରିଛନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା ହୋଇ ପାରନ୍ତା , ତାକୁ କବିତାରେ ଅଭିମନ୍ତ୍ରିତ କରିବାର ଆୟୋଜନ ତାଙ୍କୁ ଜଣେ ଦାର୍ଶନିକ କବିର ମାନ୍ୟତା ଦିଏ।…
ନୂଆ ବରଷ ହେ ଆସିଛ
ଶୀତ ସକାଳର ପହିଲି ଖରାରେ ନୂଆ ବରଷ ହେ ଆସିଛ ମୁହଁ ଫୁଲେଇ ଲୁହ ଝରେଇ ମନ ମାରି କିଆଁ ବସିଛ? ଜଣା ଆମକୁ , ନଥିଲା ଭଲ ଗଲା ବରଷ ଯାକ ରୋଗ ଦାଉରେ ପଡ଼ି ସମସ୍ତେ ଭୁଲିଲେ ଶୋଷ ଭୋକ।। ଖୋଲିଲା ନାହିଁ ବିଦ୍ୟାଳୟ କି ହେଲାନି କିଛି ଯାତ ମନ ମାରିକି ରହିଲୁ ଆମେ…
ସ୍ଵରବର୍ଣ୍ଣ
✍?ସୁପ୍ରିୟା ପଣ୍ଡା ଅ ରେ ଅରଟ , ଆ ରେ ଆତ ପଢ଼ିବା ଲେଖିବା ଗାଇବା ଗୀତ । ଇ ରେ ଇଟା ପୁଣି ଈ ରେ ଈଷ ଖେଳ ପରେ ପାଠ ପଢ଼ିବା ଆସ। ହର୍ଷ ଉ ରେ ଉଇ ,ଦୀର୍ଘ ଊ ରେ ଊଖଲ ଛୁକୁ ଛୁକୁ କରି ଚାଲୁଥାଏ ରେଳ। ଋ ରେ ଋଷି, ଋ ରେ ଋଣ ଗୁରୁଙ୍କ କଥା କୁ ସଭିଏଁ ଶୁଣ। ଏ ରେ ଏକ, ଐ ରେ ଐର…
ପାଠକ ହିଁ ଲେଖକର ସର୍ବଶ୍ରେଷ୍ଠ ବିଚାରକ : ଦ୍ବିତୀ ଚନ୍ଦ୍ର ସାହୁ
ଓଡ଼ିଶା ସାହିତ୍ୟରେ ତରୁଣ ପିଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦ୍ବିତୀ ଚନ୍ଦ୍ର ସାହୁ । ସ୍ତମ୍ଭ , ଗଳ୍ପ , କବିତା , ଉପନ୍ୟାସ , ଫିଚର, ଶିଶୁ ସାହିତ୍ୟ , ନାଟକ , ଗୀତ ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ…
କବିତା : ପ୍ରୟାସ
ରାଜେଶ କୁମାର ସାହୁ ଲେଖିବା ହେଉଛି ମୋର ଏକ ପ୍ରୟାସ , ମନରେ ଉଙ୍କି ମାରୁଥିବା ଢେଉକୁ କୂଳରେ ପହଞ୍ଚେଇବାକୁ ପ୍ରୟାସ । ତୁମକୁ ଆଉ ଦେଖିବାଟା ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ , ତୁମ ସୁନ୍ଦର ଆଖି ଦୁଇଟାକୁ ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ । ତୁମ ଜୀବନ ର…
ନକରାତ୍ମକ ମଣିଷଟି ସବୁଠାରୁ ଅଧିକ ଭଲ ପାଉଥାଏ: ଅମିୟ ବେଜ
ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅମିୟ ବେଜ। ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପ ର କଳେବର ଦେଇ ଭାବପୂର୍ଣ , ସମ୍ବେଦନଶୀଳ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। ଗାଳ୍ପିକଙ୍କ ସମସ୍ତ ଗଳ୍ପ ବିସ୍ତୃତ ନୁହେଁ କିନ୍ତୁ ପାଠକଙ୍କ…
ଅଣୁଗଳ୍ପ: ବାପା
ଅମ୍ବିକେଶ ରାଉତ ଗଳ୍ପ - ଏକ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ଲଢେଇ କରି ଜାତିସଂଘରୁ ପୁରସ୍କୃତ ହୋଇଥିବା ମନୋହର ବାବୁ, ପୁଅ ହେବା ଖୁସିରେ ୫ କେଜି ମିଠା ବାଣ୍ଟିବା ସହ ହସ୍ପିଟାଲ ଷ୍ଟାଫଙ୍କୁ ଭଲ ଦି ପଇସା ଖର୍ଚ୍ଚ କରିବାକୁ ଦେଇଥିଲେ । ମନେ ମନେ ସ୍ୱର୍ଗତୋକ୍ତି କଲା ଭଳି କହୁଥିଲେ,…
No comments:
Post a Comment