Wednesday, 20 September 2023

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ବହି

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ଅଭୁଲା ଗୀତ : ବାରିଦରେ

ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍‌ ଗୀତ : ସାରଦା ପ୍ରସନ୍ନ ନାୟକ ଚଳଚ୍ଚିତ୍ର : ଲକ୍ଷ୍ମୀ, ୧୯୬୨ ବାରିଦରେ! ବାରିଦରେ! ଯା ନା ତୁ ନ ଯା’ ରେ ତା’ ପାଶେ ଯା’ ନା ବାରିଦରେ! ମରମ ବେଦନା ମରମେ ଗୁମରେ ପାଏନା ମୁଁ ଭାଷା କହିବାକୁ…

ଅଭୁଲା ଗୀତ : ବନଫୁଲ ବନେ

ଗାୟନ : ପ୍ରଫୁଲ୍ଲ କୁମାର ସିଂହଦେଓ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫୦ ବନଫୁଲ ବନେ ବନଫୁଲ ବନେ ଝାଉଁଳିଲା ବନଫୁଲ ବନେ ଝାଉଁଳିଲା ଦଗାଦିଆ ଭଅଁର ସେ ଦୂର ଦେଖା ଦେଲାରେ ଦଗାଦିଆ ଭଅଁର ସେ ଦୂର ଦେଖା ଦେଲାରେ ସଞ୍ଜ ଗଡ଼ି ରାତି ହେଲା…

ଅଭୁଲା ଗୀତ : ମାରନା ଆଖି ଛୁରିରେ

ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ମାଣିକଯୋଡ଼ି, ୧୯୬୩ ମାରନା ଆଖି ଛୁରିରେ ନାୟକ: ମାରନା ଆଖି ଛୁରିରେ ମାରନା ଆଖି ଛୁରିରେ ମଲିଣି ମୁଁ ଚାନ୍ଦଗୋରୀରେ ନାୟିକା: ସରୁକୁହା ତୋର ଭାରିରେ ସରୁକୁହା ତୋର ଭାରିରେ…

ଅଭୁଲା ଗୀତ : ବାରି ଝରେ

ଗାୟନ : ଉଦୟନାଥ ସାହୁ ସଙ୍ଗୀତ : କାଳୀଚରଣ ଉଦୟନାଥ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ନାରୀ, ୧୯୬୩ ବାରି ଝରେ ନାୟକ:ବାରି ଝରେ ବାରି ଝରେ ବାରି ଝରେ ଅଦିନ ଘୋର ଘନ ଘେରି ନୀଳାମ୍ବରେ ନାୟିକା:କେ’ ପିଆସୀ ମୋରେ ଡାକେରେ କେ’ ପିଆସୀ ମୋରେ ଡାକେରେ…

ଅଭୁଲା ଗୀତ : ତୁମକୁ ପାରୁନି ତ ଭୁଲି

ଗାୟନ : ମହମ୍ମଦ ରଫି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ ଚଳଚ୍ଚିତ୍ର : ଅରୁନ୍ଧତୀ, ୧୯୬୯ ତୁମକୁ ପାରୁନି ତ ଭୁଲି ମୁହଁରେ ହସ ଏ ଛାତିରେ ଦରଜ ରଖି ମୁଁ ଯାଉଛି ଯେ ଚାଲି ତୁମକୁ ପାରୁନି ତ ଭୁଲି ବରଷା ନହେଲେ ଶୁଖେ ସିନା…

ଅଭୁଲା ଗୀତ : ଏକା ଲାଗେ ଅତି

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ଜୀବନାନନ୍ଦ ପାଣି ଚଳଚ୍ଚିତ୍ର : ଜୀବନସାଥୀ, ୧୯୬୪ ଏକା ଲାଗେ ଅତି ସାଥୀରେ! ସାଥୀରେ! ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ଏକା ଲାଗେ ଅତି ମନେ କେତେ ତାତି ସାଥୀରେ! ସତେକି ଆସିବ ନାହିଁ ଫୁଲରେ…

ସୂର୍ଯ୍ୟମୁଖୀ

ସୂର୍ଯ୍ୟମୁଖୀ ସୂର୍ଯ୍ୟ ଦେଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ ଗାଇବା ପଛରେ ଅଛି ଅନେକ ଚମକପ୍ରଦ କାହାଣୀ । ଏବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ଗାୟନ ପାଇଁ ଲତା କିଛି ବି ପାରିତୋଷିକ ନେଇ ନ ଥିଲେ, ରାମାନନ୍ଦ ସାଗରଙ୍କ ହିନ୍ଦୀ ଚଳଚ୍ଚିତ୍ର…

ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର:  ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।…

ଲେଖକ ଗଣେଶ୍ବର ମିଶ୍ରଙ୍କ ସ୍ମାରକୀ ବକ୍ତୃତା : ଓଡ଼ିଆ ସିନେମାରୁ ଅପସରି ଗଲାଣି ସାହିତ୍ୟ କହିଲେ ସୂର୍ଯ୍ୟ ଦେଓ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର, କବି ତଥା ଲେଖକ ଗଣେଶ୍ବର ମିଶ୍ରଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ  ଏକ ସ୍ମୃତିସଭା ଗୀ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରି ବରିଷ୍ଠ…

ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଜାତୀୟ ପୁରସ୍କାରକୁ ଓଡ଼ିଆ ସିନେମା ସାମ୍ବାଦିକତା ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ

ନୂଆ ଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ୨୦୨୦ ବର୍ଷ ପାଇଁ ୬୮ ତମ ଚଳଚ୍ଚିତ୍ର ଓ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ପ୍ରକାଶକ ବନୋଜ ତ୍ରିପାଠୀ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ କାଲି ପାଇଁ 'କାଲି' ର ପୁସ୍ତକ ପାଇଁ…

No comments:

Post a Comment

ବଙ୍ଗଳାକୁ ଆବିଷ୍କାର କରିବାର ସୁଯୋଗ ମିଳିଲା

 Collated X posts in original by Tusar Nath Mohapatra ଓଡ଼ିଆ ଓଳିଆ: ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏବେ ବହୁଭାଷୀ odiaolia.blogspot.com/2025/01/blog-p … ...