Saturday, 30 September 2023
ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶ ଭିତ୍ତିରେ ଏକ ନୂଆ ସମାଜ ଗଢ଼ିବା
Wednesday, 27 September 2023
ଶ୍ରୀମା ଶ୍ରୀଅରବିନ୍ଦଙ୍କ ଠାରୁ ବହୁତ ନୂଆ କଥା ଶିଖିବାକୁ ମିଳେ
X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ପୋଷ୍ଟ |
ସମସ୍ତେ ନିଜ ନିଜ ପରିସ୍ଥିତିର ଦାସ ଏବଂ ନିଜ ଚିନ୍ତାଧାରାର ବାହକ। ଶ୍ରୀମା ଶ୍ରୀଅରବିନ୍ଦଙ୍କ ଠାରୁ ବହୁତ ନୂଆ କଥା ଶିଖିବାକୁ ମିଳେ। ମୁଁ ପିଲାଦିନୁ ସେମାନଙ୍କୁ ପୂଜା କରେ ଏବଂ ପରମ୍ପରା ଠାରୁ ଦୂରରେ ରୁହେ। ବର୍ତ୍ତମାନ ରାଜନୈତିକ ଦଳମାନେ ସତ ମିଛକୁ ମିଶେଇ ଅପପ୍ରଚାର କରୁଛନ୍ତି। ନିଜର ବୁଦ୍ଧି ଖଟେଇ ସେସବୁକୁ ପରଖି ବୁଝିବାକୁ ଅନୁରୋଧ।
ଗଡ୍ଡାଳିକା ପ୍ରବାହରେ ଆମେ ବହୁତ କଥାକୁ ସତ ବୋଲି ମାନି ନେଇ ଥାଉ। ସୁବିଧାବାଦୀ ରୀତିରେ ବିଭିନ୍ନ ପ୍ରଥାକୁ ସମର୍ଥନ କରୁ। ଆଧୁନିକ ରାଜନୀତି ବିଜ୍ଞାନ କିନ୍ତୁ ନୂତନ ଦିଗଦର୍ଶନ ଦିଏ। ଧର୍ମ ଓ ରାଜନୀତିକୁ ଅଲଗା ରଖିବା ସେହିପରି ଏକ ମୌଳିକ ତତ୍ତ୍ବ। ତାକୁ ଅବମାନନା କରିବା ଦ୍ବାରା ଯେ ସମାଜର କେତେ କ୍ଷତି ହେଉଛି ତାହା ବୁଝିବା ଆବଶ୍ଯକ।
ସବୁ ଜିନିଷକୁ ତଳେଇ ଦେଖିବା ପାଇଁ ଦର୍ଶନ ଶାସ୍ତ୍ର ଉତ୍ସାହିତ କରେ। ଯେମିତି ସାମ୍ବାଦିକ ମାନେ ବିଭିନ୍ନ ଘଟଣା ପଛରେ ଥିବା କାରଣର ଅନୁସନ୍ଧାନ କରନ୍ତି। ଫିଲ୍ମ ଦେଖିଲାବେଳେ ବି କେବଳ କାହାଣୀ ସହିତ ଭାସି ନଯାଇ ପ୍ରତ୍ୟେକ ଦୃଶ୍ଯପଟରେ ଅନ୍ୟ କେଉଁ କେଉଁ ବସ୍ତୁ ବା ଚରିତ୍ରର ଅବତାରଣା କରାଯାଇଛି ତାହା ଅନୁଧ୍ଯାନ କରିବା ଏକ ଆମୋଦଦାୟକ ଅଭ୍ଯାସ।
ସାହିତ୍ୟର ଏକ ବଡ଼ ସୀମାବଦ୍ଧତା ହେଲା କତିପୟ ଜୀବନ କଥାକୁ ପାଥେୟ କରି ନୈତିକତାର ପଥର ଘର ତୋଳିବା। ଦର୍ଶନ ଆଗରେ ସେ ସବୁ ବାଲିଘର ପରି ବୋଧହୁଏ। ଦର୍ଶନ ଅନ୍ତର୍ନିହିତ ସତ୍ଯକୁ ଅନ୍ବେଷଣ କରେ ଓ ଉଦଘାଟନ କରେ। ପରିଣାମ ପ୍ରତି ଭୃକ୍ଷେପ କରେନାହିଁ। ତାର ଏହି ଦୃଢ଼ ବିଶ୍ବାସ ଯେ ଦିଗବଳୟ ପ୍ରସାରିତ ହେଲେ ଯଥାର୍ଥ ସତ୍ଯ ଆପେ ଆପେ ପ୍ରତିଭାତ ହେବ।
ପ୍ରଣବ କିଶୋର ପଟ୍ଟନାୟକଙ୍କ
ପ୍ରଥମ ଷୋହଳଟି ଗୀତ:
ବେଦନା ସାଗର
ତୁ କି ପରଦେଶୀ
ଚାହେଁନା ଚାହେଁନା
ନୀଳାଦ୍ରି ବିହାରୀ ହରି
ଏ ରଙ୍ଗ ରହିବ ନାହିଁ
ଅନ୍ତରେ କାନ୍ଦେ
ନୟନେ ସୁନୟନା
ମୁଁ ତ କୁଳରୁ ହେଲି
ମୋର ଅନ୍ତର ମନ୍ଦିରେ
ତୁମେ ଜାଣନା ଜାଣନା
ଏଇ ଛୋଟ କଥାଟିଏ
ତୁମ ବିନା ଏଇ ରାତି
ବିତିଯାଏ ରେ
ଏ ନୀଳଆଖି
ମା କାଳୀଯାଇ ଲୋ
ପୂର୍ଣିମା ଜହ୍ନ ସତେ
ନାଁ, ମୁଁ ୧୯୮୮ ପର୍ଯ୍ୟନ୍ତ ଓଡ଼ିଶାରେ ଥିଲି। ସେତେବେଳେ ବୋଧେ ନଥିଲା।
ପୁରୁଣା ହିଟ୍ ହିନ୍ଦୀ ଗୀତ ସ୍ବରରେ ଭଜନ କ୍ୟାସେଟ୍ ସବୁ ଯେତେବେଳେ ଚାରିଆଡ଼େ ବାଜିଲା ସେତେବେଳେ ବ୍ୟବସାୟୀ ଲାଭାନ୍ୱିତ ହେଲେ କିନ୍ତୁ କ୍ଷତି ହେଲା ସଙ୍ଗୀତର ତଥା ଧର୍ମର। ଓଡ଼ିଶାରେ ବି କାଳିଆକୁ ନେଇ ବହୁ କୋଳାହଳ ହେଲା ଓ ଭଜନ ସନ୍ଧ୍ଯାର ଆସରରେ ଲୋକେ ଆତ୍ମହରା ହେଲେ କିନ୍ତୁ ସଙ୍ଗୀତର ବହୁବିଧତା ଉପରେ ଆଞ୍ଚ୍ ଆସିଲା। ଧର୍ମ ପାଣିଚିଆ ହେଲା
ମୋର ଏ ଦିଗରେ ନିବେଦନ ବହୁଦିନର। ଆଶା ସମସ୍ତଙ୍କ ଦୃଷ୍ଟି ପଡ଼ିବ।
ହଉ, ସେମିତି ହଉ ହଉ ସବୁକିଛି ହବ। ବିଭିନ୍ନ ପ୍ରକାରର ଆକର୍ଷଣ ଭିତରେ ଲୋକେ ଦ୍ବନ୍ଦରେ ପଡ଼ି ଯାଉଛନ୍ତି। ଓଡ଼ିଶାର ହେବେ ନା ସର୍ବଭାରତୀୟ? ଓଡ଼ିଆରେ ଲେଖିବେ ନା ଇଂରାଜୀରେ? ଗମ୍ଭୀର ଛବି ଭଲ ନା ଥଟ୍ଟା ମଜା ମିଜାଜ୍? ସାହିତ୍ୟ ସଂସ୍କୃତି ନା ରାଜନୀତି? ତେଣୁ ପାଦ ଟଳମଳ ହେବା ସ୍ବାଭାବିକ।
ଆଶ୍ଚର୍ଯ୍ୟର କଥା ଯେ @OdiaMovieDB ଭଳି ଏକ ଉପାଦେୟ ତେଣ୍ଡାର ଅନୁଗାମୀ ସଂଖ୍ଯା ମାତ୍ର ୨୨୨୬। ରାଜନୀତିରେ ସମସ୍ତେ ଏତେ ବ୍ଯସ୍ତ ଯେ ଅନ୍ୟ କିଛି ପ୍ରତି ଆକର୍ଷଣ ନାହିଁ। ତାଙ୍କ ୱେବ୍-ସାଇଟ୍-ରେ କେହି କେବେ ପଦାର୍ପଣ କରିଛନ୍ତି କି ନାହିଁ ସନ୍ଦେହ। ଗଲାବର୍ଷ ୭୫ଟି କଥାଚିତ୍ର ମୁକ୍ତିଲାଭ କରିଥିଲା। ଏ ବର୍ଷ ସେହି ପାଖାପାଖି ପହଞ୍ଚି ଗଲାଣି।
ବହୁତ ପ୍ରଶଂସନୀୟ କିନ୍ତୁ ତାଙ୍କ ଲେଖା କେଉଁଠି ସୁରକ୍ଷିତ ହୋଇଛି କି? ତାଛଡା, ଯଦି ବିଶେଷ ଅସୁବିଧା ନଥାଏ ତେବେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ନିଜ ନାଁରେ ତେଣ୍ଡାଟି ଚାଲିଲେ ବିଶ୍ବସନୀୟତା ବଢ଼ିବ। ପୁଷ୍କରା ପାଇଁ ତାଙ୍କ ଉତ୍ସାହ ପାଇଁ ଧନ୍ଯବାଦ। @OdiaCulture @TaraniTrotter
ଲଳିତ ବାବୁ imdb ଢାଞ୍ଚାରେ ଆରମ୍ଭ କରିଥିଲେ ଓ ବହୁ ମାତ୍ରାରେ ସଫଳ ହୋଇ ପାରିଛନ୍ତି କିନ୍ତୁ ଅନ୍ୟ ଏକ ସାଇଟ୍ ର ଆବଶ୍ଯକତା ରହିଛି ଯେଉଁଠି ସବୁ ଥିବ। ସମଗ୍ର ଓଡ଼ିଆ ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଓ ସିନେମା ପାଇଁ ନିର୍ଭରଯୋଗ୍ୟ ସୂଚନା ଓ ଲିଙ୍କ୍ ଥିବ। ସରକାରଙ୍କ ଉପରେ ନିର୍ଭର ନକରି ଏହି କାର୍ଯ୍ୟ କରାଯାଇ ପାରେ। ସମସ୍ତେ ସହଯୋଗ କରନ୍ତୁ
ଧନ୍ଯବାଦ। ସମସ୍ତେ ସେଥିରୁ ଉପକୃତ ହୁଅନ୍ତୁ, ଏହାହିଁ କାମନା।
ସେଠି ସେ ସେରେ ଢାଳନ୍ତୁ କିନ୍ତୁ ଏଠି ବି ଛଟାଙ୍କିଏ ଛିଞ୍ଚି ଦେବା ପାଇଁ ମଧ୍ଯ ତାଙ୍କୁ ଅନୁରୋଧ କରାଯାଉ। ମୋର ଅତି ପ୍ରିୟ ଗୀତ ଛାୟା ପଛେ ପଛେର ଭିଡ଼ିଓ ଯେ ଦେଖିବାକୁ ମିଳିବ ଏହା ବହୁତ ଆନନ୍ଦର ବିଷୟ। ଖୁସିରେ @OdiaCulture ଓ @TaraniTrotter ବାବୁଙ୍କୁ ମଧ୍ଯ ଟ୍ୟାଗ୍ କଲି।
ନିଶ୍ଚୟ, କିନ୍ତୁ ଗଲା ବାର ବର୍ଷ ଧରି @justlalit ବାବୁ ଓଡ଼ିଆ କଥାଚିତ୍ର ଇତିହାସ ସହିତ ଯେତିକି କୁସ୍ତି କରି ଓତଃପ୍ରୋତ ହୋଇଛନ୍ତି ସେ ବିଷୟରେ ସମସ୍ତେ ଜାଣିବା ପାଇଁ ଓ ପ୍ରେରଣା ନେବା ପାଇଁ ସାମାନ୍ଯ ପ୍ରଚେଷ୍ଟା କଲେ ଦୋଷ କିଛି ନାହିଁ। ସେହିପରି @odiamelody ବାବୁଙ୍କ ଅବଦାନ ବି ଅତୁଳନୀୟ। @SuryadeoSurya ବାବୁ X ରେ ନିଷ୍କ୍ରିୟ!
ଭଲକଥା କିନ୍ତୁ ଆପଣଙ୍କ ଅନୁଗାମୀ ମାନଙ୍କୁ ମଧ୍ଯ ଅନୁରୋଧ ଜଣାନ୍ତୁ। ଜଣାପଡ଼ୁ ଓଡ଼ିଆ ତେଣ୍ଡା କେତେ।
ପୁଷ୍କରା ସମସ୍ତଙ୍କୁ ଭଲ ଲାଗିଛି ଓ ଉଚ୍ଚ ପ୍ରଶଂସିତ ହେଉଛି ଏହା ବଡ଼ ଖୁସିର କଥା। ଆଶା କରୁଛି ଯେ ଏଥିରେ କୌଣସି ରାଜନୈତିକ କାରଣ ନଥାଉ। ପୁଣି ଡର ଲାଗୁଛି ଯେ ଯଦି ଖାଲି ବୁଦ୍ଧିମାନ ଲୋକମାନେ ଭଲ ବୋଲି କହିଲେ ତାହେଲେ ଛବିଟି ସାଧାରଣ ଲୋକଙ୍କର ହୃଦୟକୁ ଛୁଇଁ ପାରିବକି ନାହିଁ? ମନୋରଞ୍ଜନ ବଦଳରେ ଯଦି ଲୁହବୁହାଣ ହେଲା ତେବେ ସଫଳ ହେବ କି ନା?
ଓଡ଼ିଆ ଓଳିଆ: ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ odiaolia.blogspot.com/2023/08/blog-p…
X posts in original by Tusar Nath Mohapatra @SavitriEra Ph. 9650065636 tusarnmohapatra@gmail.com
ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ମୂଳ X ପୋଷ୍ଟ |
ନୂଆ ସକାଳ ଆସିବ
Thursday, 21 September 2023
୧୮୯୬ରେ ଗ୍ରିୟରସନ୍ ଙ୍କ ଦ୍ଵାରା ଭାଷା ସର୍ବେକ୍ଷଣ ଯୋଗୁ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ ଚିହ୍ନଟ କରାଗଲା
ଲକ୍ଷ୍ମଣ ସାହୁ
ଜ୍ଞାନ-ବିଜ୍ଞାନ ଓ ଈଶ୍ବର ବିଶ୍ୱାସ
ଆଲୁଅ ତା’ର କି ମନୋହର
ମାନବ ସହ ପ୍ରକୃତିର ସମ୍ପର୍କ
ଉଦାସୀ ବସନ୍ତର ବିଳାପ
ନିଜ ଗଢଣରେ ନିଜେ
ସ୍ବପ୍ନିଳ ସକାଳ
ଉତ୍କଳର ଧର୍ମପଦ ଉତ୍କଳମଣି
ମହାଶକ୍ତି ଦେବୀ ଦୁର୍ଗା
ଲକ୍ଷ୍ମଣ ସାହୁଙ୍କୁ ‘ସାରସ୍ଵତ ପ୍ରତିଭା ସମ୍ମାନ’ ପ୍ରଦାନ
ପ୍ରଗତିଶୀଳ ନାମରେ ବୌଦ୍ଧିକ ଅପରାଧ
ଜୀବନ ନାଟକରେ ଖୁସିର ସନ୍ଧାନ
ଅଦୃଶ୍ୟ ପଦାର୍ଥର ରହସ୍ୟ
ପଲ୍ଲୀ କବିଙ୍କ ପଲ୍ଲୀରେ ବର୍ଷା
ଧାର୍ମିକ ମନୋଭାବ ଓ ନିରପେକ୍ଷ ନ୍ୟାୟ
ସ୍ମୁତିରେ କମଳ ଦେଶ ରାଜକୁମାର
ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ
ମନୋଜ ମନୋଜ୍ଞ ପୃଥିବୀର ବିଷ୍ଣୁ ଶର୍ମା
କ୍ଷତକୁ ଭରିଦେବାର ସାମର୍ଥ୍ୟ
ସରୋଜ ବଳ
ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ
ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?
ଜାଣନ୍ତିକି, ସାମ୍ବାଦିକ ଗୌରୀଶଙ୍କର ରାୟ ଏକଦା ମନିଅର୍ଡର ଏଜେଣ୍ଟ୍ ଥିଲେ! ତାଙ୍କ ସମ୍ପର୍କରେ ଆହୁରି କିଛି ରୋଚକ…
କୃଷ୍ଣଚନ୍ଦ୍ର ଗଜପତି
ଅନ୍ନପୂର୍ଣ୍ଣା ମହାରଣା
ଆର୍ତ୍ତବଲ୍ଲଭ ମହାନ୍ତି
ଗୋପୀନାଥ ନନ୍ଦଶର୍ମା
ସାରଙ୍ଗଧର ଦାସ
କୁନ୍ତଳା କୁମାରୀ ସାବତ
ଗୋପାଳ ଚନ୍ଦ୍ର ପ୍ରହରାଜ
ଗୋପୀନାଥ ମହାନ୍ତି
‘ଜଗଦୀଶ କଥା ସମ୍ମାନ’ ପାଇବେ କଥାକାର ନିବାରଣ ଜେନା
ଇଂଜିନିୟର ଅକ୍ଷୟ ରାୟ : ଏକ ଶ୍ରଦ୍ଧାଂଜଳି
ସୁଲଭ ମୂଲ୍ୟରେ ଦୁର୍ଲଭ ପୁସ୍ତକ : ଜ୍ଞାନମଣ୍ଡଳ
ପ୍ରତିଭା ରାୟଙ୍କ ନୂଆ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ : କିଏ ପ୍ରେରକ? କିଏ ପ୍ରାପକ?
କଥାକାର ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର
ନୂଆ ସକାଳର କଥା ନେଇ ଆସିଛି ଓଡ଼ିଆ ଫିଲ୍ମ ‘ମାଟିମୁହଁ’
ସତେ ଯେପରି କବିକୁ କଲବଲ କରିବା ଛଡ଼ା କବିତାର ଆଉ କିଛି କାମ ନାହିଁ: ଦୁର୍ଗାପ୍ରସାଦ ପଣ୍ଡା
ସଫଳ ଗଳ୍ପ ଜଣଙ୍କୁ କିଛି ସମୟ ପାଇଁ ଚୁପ୍ କରେଇଦିଏ: ସୁସ୍ମିତା ରଥ
କବିତା ମୋତେ ସର୍ଜନଶୀଳତାର ଶୁଦ୍ଧ ଆତ୍ମିକ ଆନନ୍ଦ ଦେଇଛି: ମମତା ଦାଶ
କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ: ପ୍ରଦୀପ କୁମାର ପଣ୍ଡା
ଭଲ କବିତା ନଲେଖି କିଏ କଣ ଭଲ ଗପ ଲେଖିପାରିବ : ଅଜୟ ସ୍ୱାଇଁ
କ୍ଷତକୁ ଭରିଦେବାର ସାମର୍ଥ୍ୟ କବିତାର ଅଛି: ପ୍ରବାସିନୀ ମହାକୁଡ଼
ଜାଣନ୍ତି କି, ଦୁଇ ହଜାରରୁ ଅଧିକ ଗୀତ ଲେଖିଥିଲେ ରସରାଜ ନାରାୟଣ ପ୍ରସାଦ ସିଂହ
ବିଶ୍ୱସ୍ତରର ଲେଖକ ହେବାକୁହେଲେ ଆମକୁ ଅନେକ ରିଜେକ୍ସନ୍ ସ୍ଲିପ୍ ଦେଇ ଯିବାକୁ ହେବ : ଜ୍ୟୋତି ନନ୍ଦ
ସାଂସାରିକ ଜଞ୍ଜାଳ ମଧ୍ୟରେ ଲେଖାଲେଖି ବଜାୟ ରଖିବା କଷ୍ଟକର : ବନଜ ଦେବୀ
କବିତା ହାତରେ ଲଣ୍ଠନଟିଏ ଧରି ସତେକି ମୋ ଆଗେଆଗେ ଯାଉଛି : ସୁଚେତା ମିଶ୍ର
କଥିତ ଭାଷାଠାରୁ ଉପନ୍ୟାସର ଭାଷା ନିଶ୍ଚୟ ଅଲଗା ହେବ : ମନୋଜ ଦାସ
ସଚ୍ଚା କବି ଏକାଧାରରେ ପ୍ରେମିକ ପୁଣି ବିଦ୍ରୋହୀ ଏବଂ ସର୍ବୋପରି ସନ୍ୟାସୀ ହେବାକୁ ବାଧ୍ୟ : ପ୍ରଦୀପ ବିଶ୍ୱାଳ
ତରୁଣ ପିଢ଼ି ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି : ଶାନ୍ତନୁ କୁମାର ଆଚାର୍ଯ୍ୟ
ବେଳେବେଳେ ବିଶ୍ୱାସ ମଧ୍ୟ ହୁଏ ନାହିଁ ଯେ ଜଣେ ଲେଖକକୁ ଏତେ ଶ୍ରଦ୍ଧା ପାଠକ ଦିଏ ବୋଲି : ପ୍ରତିଭା ରାୟ
କବିତା ଆମ ଚେତନାକୁ ଦୋହଲେଇ ଦିଏ : ସୂର୍ଯ୍ୟସ୍ନାତ ତ୍ରିପାଠୀ
ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ
ଆମ ସାହିତ୍ୟରେ ଭଲକୁ ଭଲ କହିବାପାଇଁ ଲୋକ ନାହାନ୍ତି : ହରପ୍ରସାଦ ଦାସ
ଉପନ୍ୟାସଟା ପିଲାଖେଳ ନୁହେଁ : ଆନିସୁଲ୍ ହକ୍
ବାସ୍ତବତା ଦ୍ୱାରା ସାହିତ୍ୟ ଏତେବେଶି ଆକ୍ରାନ୍ତ ନହେଉ : ବିଷ୍ଣୁ ନାଗର
କବିତା ଜୀବନର ସମ୍ପ୍ରସାରଣ : ବିଭୁ ପାଢ଼ି
ନିଜକୁ ଖୋଜି ନପାଇବାର ଯନ୍ତ୍ରଣା
ସୁପ୍ରିୟା ପଣ୍ଡା
ପାଠକୀୟ ସ୍ୱୀକୃତି ହିଁ ଲେଖକ ପାଇଁ ପ୍ରକୃତ ସମ୍ମାନ : ବନ୍ଦିତା ଦାଶ
ସାହିତ୍ୟ ଦ୍ଵାରା ସୁସ୍ଥ ସମାଜଟିଏ ଗଢ଼ି ଉଠୁ : ସଞ୍ଜିତା ପ୍ରଧାନ
ସମାଜର ଅବହେଳିତ ବର୍ଗଙ୍କ ବ୍ୟଥା ହିଁ ମୋ ସାହିତ୍ୟ ସ୍ଵର : ଆଶୁତୋଷ ମିଶ୍ର
ସାହିତ୍ୟର ସୂକ୍ଷ୍ମ ସୁଖ ଆହରଣଠୁ ବଳି ବଡ଼ ଅନୁଭବ ନାହିଁ : ବାଦଲ ମହାନ୍ତି
ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ ମତେ ଲେଖିବାକୁ ପ୍ରେରିତ କଲା : ଅନୀତା ଦାସ
ପଢ଼ିବାର ଆକର୍ଷଣ ମତେ ଲେଖିବାକୁ ପ୍ରେରିତ କରିଛି : ସିପୁନୁ ଜେନା
ମାତୃଭାଷା ପ୍ରତି ମମତା ମତେ ସାହିତ୍ୟ-ମନସ୍କ କରାଇଲା : ଚନ୍ଦ୍ରା ମିଶ୍ର
ଭାଷା ଭାଗବତ : ସରଳ ଲିଖନ
ଆତ୍ମସନ୍ତୋଷ ହିଁ ମୋର ସାହିତ୍ୟ ସର୍ଜନାର ପ୍ରେରଣା : ଦୀପିକା ଦାଶ
ସମ୍ମାନ ଓ ସ୍ୱୀକୃତି ଲେଖକକୁ ଭଲ ଲେଖିବାକୁ ଉତ୍ସାହିତ କରେ : ସାଇଜ୍ୟୋତି ପ୍ରଧାନ
ସମାଜରେ ଘଟୁଥିବା ଘଟଣାବଳୀର ଅନୁଶୀଳନ ହିଁ ମୋ ସାହିତ୍ୟ ସର୍ଜନାର ମୂଳ ଉତ୍ସ : ପ୍ରସେନଜିତ ସେଠୀ
କବିତା ମୋ ମନର ସ୍ୱତଃସ୍ଫୂର୍ତ୍ତ ପ୍ରବାହର ଧାରା : ସୁମନ୍ତ କୁମାର ପାଢ଼ୀ
ସାହିତ୍ୟ ସବୁବେଳେ ମୋର ମିତଟିଏ ହୋଇ ରହିଥାଉ : ଶ୍ଵେତା ରାଉତ୍
ସ୍ୱଳ୍ପ ଗଳ୍ପ : ଦାର୍ଶନିକର ଖାଦ୍ୟ
ମୋ ମାତୃଭାଷା ପ୍ରତି ଥିବା ମମତା ମତେ ଓଡ଼ିଆରେ ଲେଖିବା ପାଇଁ ପ୍ରେରିତ କଲା : ଶ୍ବେତପଦ୍ମା ପାଢ଼ୀ
ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୨)
ନିଜକୁ ଖୋଜି ନପାଇବାର ଯନ୍ତ୍ରଣା ହିଁ ମତେ ସାହିତ୍ୟମନସ୍କ ହେବାକୁ ବାଧ୍ୟ କଲା : ସବ୍ୟସାଚୀ ବିଷୋୟୀ
ମୋ ଜୀବନରେ ସାହିତ୍ୟ ହିଁ ଚିରସୁନ୍ଦର ସତ୍ୟ : ତେଜସ୍ଵିନୀ ପଣ୍ଡା
ପୁସ୍ତକ ପରିଚୟ : ସ୍ମୃତିରୁ ସାଉଁଟା ଫୁଲ
ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ଆବଶ୍ୟକ : ସତ୍ୟନାରାୟଣ ଗନ୍ତାୟତ
ସମାଜରେ ଘଟୁଥିବା ବାସ୍ତବ ଘଟଣାର କାଳ୍ପନିକ ପରିପ୍ରକାଶ ହିଁ ମୋ ସାହିତ୍ୟର ସ୍ୱର : ଦେବବ୍ରତ ବାରିକ
ପୁସ୍ତକ ପରିଚୟ : ନୀଳ ଅନୁରାଗ
ସାହିତ୍ୟ, ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା : ଘନଶ୍ୟାମ ପଲେଇ
ସାହିତ୍ୟ ମତେ ଅହରହ ଆବେଗ ସିକ୍ତ କରେ : ଶିବାନନ୍ଦ ବାରିକ
ପ୍ରତ୍ୟେକ ଲେଖକ ଜଣେ ସମୀକ୍ଷକ : ପ୍ରତିଭା ସାହୁ
କବିତା : ନିର୍ବାଣ
ଜୀବନର ଦୁଃଖ ଓ ଯନ୍ତ୍ରଣା ମତେ କବିତା ମନସ୍କ କରିଛି : ବୀରେନ୍ଦ୍ର ନାୟକ
ଉତ୍କଳ ଗୌରବ ମଧୁସୂଦନ ଦାସ
ସମୀକ୍ଷା ଓ ସମାଲୋଚନା ହିଁ ସାହିତ୍ୟକୁ ବିକଶିତ କରେ : ରାଜକିଶୋର ମହାପାତ୍ର
ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ମୋ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମତେ ସାହିତ୍ୟ-ମନସ୍କ କରାଇଲା : ପ୍ରଲିପ୍ତା ଛୋଟରାୟ
ଆତ୍ମପ୍ରଚାର, ସାହିତ୍ୟ ଯାତ୍ରାର ବଡ଼ ପ୍ରତିବନ୍ଧକ : ଅସିତ କୁମାର ପଣ୍ଡା
ମନକଥା କହିବାକୁ ମୁଁ ସାହିତ୍ୟର ଆଶ୍ରୟ ନିଏ : ଦୀପକ କୁମାର ନାୟକ
ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ନିକଟରେ ପରିଚିତ କରାଇବା ହିଁ ମୋର ଏକମାତ୍ର ଲକ୍ଷ୍ୟ : ପାରମିତା ଷଡ଼ଙ୍ଗୀ
ସାହିତ୍ୟ ମୋର ସୁଖ ଦୁଃଖର ସାଥି : ନାରାୟଣ ସାହୁ
ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୪)
ସାହିତ୍ୟ ଓ ସାହିତ୍ୟିକଙ୍କୁ ସମାଜରେ ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ମିଳୁ : ଈପ୍ସିତା ଷଡ଼ଙ୍ଗୀ
ପୁସ୍ତକ ପରିଚୟ : ଡାଏରୀ ଗପ
ବର୍ଷବରଣ
ଏହି କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ ବଙ୍ଗଳାରେ ପଢିଲି ବର୍ଷବରଣ। ଭାରି ସୁନ୍ଦର ଲାଗିଲା। ଏହି ଶବ୍ଦଟି ଆମ ଓଡିଆରେ ନାହିଁ ବୋଧେ। କେଜାଣି ଆ...
-
ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ.-...
-
ମୁଁ ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ ଓଡିଆ ଓଳିଆ: ଜ୍ଞାନୀ ନବୋଲାଇ ସବୁଦିନ ପାଇଁ ଜିଜ୍ଞାସୁ ହୋଇ ରହିବାର ଆସ୍ପୃହା odiaolia.blogspot....
-
ତୁଷାରନାଥ ମହାପାତ୍ର ଗତ କିଛିଦିନ ଭିତରେ ଲେଖିଥିବା ଏକ୍ସ ଡାକ୍ତି ଗୁଡିକର ସଙ୍କଳନ। ପାଠକମାନଙ୍କୁ ପୁରୁଣା ପୃଷ୍ଠାଗୁଡିକୁ ମଧ୍ୟ ଆଲୋଡନ କରିବାକୁ ଅନୁରୋଧ। ଏସ.ଆର.ଏ....