Thursday 5 September 2024

ଛାଡ଼ପତ୍ର ଉପରେ ଆଧାରିତ ସାଧନା

ସାଧନା କଥାଚିତ୍ର ଆଶାପୂର୍ଣ୍ଣା ଦେବୀଙ୍କ ଛାଡ଼ପତ୍ର ଗଳ୍ପ ଉପରେ ଆଧାରିତ କିନ୍ତୁ ଅନେକ ସ୍ଥାନରେ ଛିନ୍ନପତ୍ର ବୋଲି ଭୁଲରେ ଲେଖାଯାଇଛି।

Lakshmi (1962) was based on Sahar Theke Durey by Sailajananda Mukherjee. Nuabou (1962) on Sarat Chandra's Bindur Chhele. Sadhana (1964) on Chharpatra by Ashapurna Devi. Jeevan Sathi (1964) was adapted from a Bengali story by Sailesh Dey. Last 3 were directed by Prabhat Mukherjee.

https://x.com/SavitriEra/status/1831423344102764712?t=q-fqUhNTlNZklchW1wtVXQ&s=19

25 Jan 2024 — ଦୂର' ଅବଲମ୍ବନରେ 'ଲକ୍ଷ୍ମୀ', ଆଶାପୂର୍ଣ୍ଣା ଦେବୀଙ୍କ. ଉପନ୍ୟାସ 'ଛାଡପତ୍ର' ଆଧାରିତ 'ସାଧନା' ଚଳଚ୍ଚିତ୍ର.

https://youtube.com/playlist?list=PLlnMOFBSTQRH0UOW1cjXrv64QtjGgTMV_&si=YJSUUdLnUUA5FaNa

https://youtu.be/1HAJBxrz92U?si=6zTpg6FFdwFxYAvu

8 Jul 2017 — ଏହା ହିଁ ଥିଲା ୧୯୬୪ ମସିହାରେ ମୁକ୍ତିଲାଭ କରିଥିବା ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା 'ସାଧନା'ର ମୂଳ କଥାବସ୍ତୁ। ... ବିଶିଷ୍ଟ ଔପନ୍ୟାସିକା ଆଶାପୂର୍ଣ୍ଣା ଦେବୀଙ୍କ ବଙ୍ଗଳା କାହାଣୀ 'ଛିନ୍ନପତ୍ର' ଉପରେ ପର୍ଯ୍ୟବସିତ ଏହି ସିନେମାର ସଂଳାପ ...
ସାଧନାକୁ 60 ବର୍ଷ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ସାଧନାକୁ ଏଇ ବର୍ଷ 60 ପୁରିଲା | ୧୯୬୪ ଏପ୍ରିଲ ୧୯ରେ ଏହା ମୁକ୍ତିଲାଭ କରିଥିଲା. ସାଧନା ... ଛିନ୍ନପତ୍ର ଅବଲମ୍ବନରେ ତିଆରି ...
ସାଧନା ସହିତ ସମ୍ବଲପୁରର ଏକ ଘନିଷ୍ଠ ସମ୍ପର୍କ ... ଛିନ୍ନପତ୍ର ଅବଲମ୍ବନରେ ତିଆରି | ନିର୍ଦେଶକ ...

ପ୍ରେରଣାଦାତା ଓ ନିର୍ଦ୍ଦେଶକ ପ୍ରଭାତ ମୁଖାର୍ଜୀଙ୍କ ପରାମର୍ଶରେ ବଙ୍ଗଳାର ବିଖ୍ୟାତ ଓପନ୍ୟାସିକା ଶ୍ରୀମତୀ ଆଶାପର୍ଣ୍ଣା ଦେବୀଙ୍କ ଲୋକପ୍ରିୟ ଉପନ୍ୟାସ “ଛିନ୍ନପତ୍ର ' କୁ ଚିତ୍ରାୟିତ କରିବା ଠିକ୍‌ ହେବାରୁ ଏହାର ଚିତ୍ରନାଟ୍ୟ ଲେଖୁଲେ ନିର୍ଦ୍ଦେଶକ ପ୍ରଭାତ ମୁଖାର୍ଜୀ

https://archive.org/details/odia-chalachitrara-agyata-adhyaya-2008/page/n164/mode/1up







No comments:

Post a Comment

ସାଧନା ଓ ସାଗର ମନ୍ଥନ

 ନିଜସ୍ବ ଏକ୍ସ ଡାକ୍ତି ଗୁଡ଼ିକର ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳନ ଓଡ଼ିଆ ଓଳିଆ: ଆକାଶବାଣୀ କଟକ ମାଧ୍ୟମରେ ନୂଆ ଯୁଗ ଆସିଲା odiaolia.blogspot.com/2024/08...